logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଡ଼ି
ଦାଣ୍ଡାଃ
ବାଡ଼ି ଆଣ ।
ଦାଣ୍ଡାଃ ଆଗୁଇ ମେ ।

ବାଲ୍‍ଟି
ବାଲ୍‍ଟି
ବାଲ୍‍ଟି‌ରେ ପାଣି ଅଛି ।
ବାଲ୍‍ଟିରେ ଦାଃଆ ମେନାଃଆ ।

ବିଛଣା
ଗିତିଇଜାଗାଆଟେଡ୍‍
ତୋ'ର ବିଛଣା ହୋଇଗଲା ।
ଆମାଃ ଗିତିରେ ଜାଗା ଆଟେଡ୍‍ ହବାୟାନା ।

ବେତା
ପାଚିୟେଃ
ବେତାରେ ବାଇଗଣ ଅଛି ।
ପାଚିୟେଃରେ ବେଙ୍ଗା ମେନାଃ ।

ବୋତଲ
ବତଲ୍‍
ବୋତଲରେ ମହୁ ରସ ଅଛି ।
ବତଲ୍‍‌ରେ ଦୁମୁର୍‍ ରାସି ମେନାଃ ।

ବାସି
ବାସି
ବାସି ତରକାରୀ ଖାଇବ ନାହିଁ ।
ବାସି ଉତୁ ଆଲମ ଜୁମା ।

ବିଡ଼ି
ବିଳି
ବିଡ଼ି କେନ୍ଦୁପତ୍ରରେ ତିଆରି କରନ୍ତି ।
ବିଳିଦ ତିରିଲ୍‍ ପା ତା ତେକ ବାଇୟେ ।

ବିରି
ରେଟେଃ ରାମ୍ବାଆ
ପଡିଆରେ ବିରି ବୁଣନ୍ତି ।
ଗଳାରେ ରେଟେଃ ରାମ୍ବାକ ହେରେୟା ।

ବାଜରା
ଗେଲେ ଗାଙ୍ଗାଇ
ବାଜରା ଭଜା ଭାରି ମିଠା ।
ଗେଲେ ଗାଙ୍ଗାଇ ଆତା ଏସୁ ନଗଡ଼ା ।

ବାଇଗଣ
ବେଗାଂ
ବାଇଗଣ ତରକାରୀ ।
ବେଗାଂ ଉତୁ ।


logo