logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପରୀକ୍ଷା
ବିଳାଓ
ପରୀକ୍ଷା ଦେବୁ ।
ପରୀକ୍ଷା ଏମେମେ ।

ପୁରସ୍କାର
ସିର୍ପା
ଭଲ ଖେଳିଲେ ପୁରସ୍କାର ମିଳେ ।
ବାଣିଏଁ ଇନୁଂରେ ସିର୍ପା ନାମଃଆ ।

ପୃଷ୍ଠା
ଅନଟାଃ
ଏକ ପୃଷ୍ଠାରେ ଅଛି ।
ମିଡ୍ ଅନଟାଃରେ ମିନାଃ ।

ପ୍ରଧାନ ଶିକ୍ଷକ
ଦୁୟେନ୍‍ ଗୁରୁ
ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଅଛନ୍ତି ।
ଦୁୟେନ୍‍ ଗୁରୁ ମୁଁଣ୍ଡରେ ମେନାଃଇଏ ।

ପ୍ରାଣଦଣ୍ଡ
ଜୀବନ ଦାଣ୍ଡେ/ଜୀବନ ସିକି
ପ୍ରାଣଦଣ୍ଡରୁ ମୁକ୍ତି ପାଇଲା ।
ଜୀବନ ସିକିତେ ହାଲୁଦୁଃ ନାମ୍‍ କେଡ଼ା ।

ପଟା
ପାଟା/ଟିକସ
ପଟାରେ ଟିକଟ ଅଛି ।
ବେହେଗେରେ ଟିକସ ମେନାଃ ।

ଫାସି
ବନଃଏ/ହାକା
ଭଗତ ସିଂଙ୍କୁ ଫାସି କଲେ ।
ଭଗତ୍‍ ସିଂ ଦକ ହାକା ଗଃଏ କିଃଏ ।

ପୁନର୍ବିଚାର
ଅଃଣ୍ଡ ମିସେ ବିଚେର୍‍ /ଅଣ୍ଡଃ ମିସେଦ୍‍ଦୁନୁବ
ପୁନର୍ବିଚାର କର ।
ଅଣ୍ଡାଃମିଶା ବିଚାରେ ପେ ।

ପ୍ରମାଣ
ପର୍‍ମାଣ
ପ୍ରାମାଣ ମିଳିଗଲା ।
ପର୍‍ମାଣ ନାମେ ୟାନା ।

ପାରିଶ୍ରମିକ
ନାଲା/କୁଏ
ପାରିଶ୍ରମିକ ପାଇଗଲି ।
ନାଲା ଏମାଡ଼ିଞ୍ଜେ ।


logo