logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଦ୍ୟକାର
ରୁ ତେନିଃ/ଡେଙ୍ଗେରା
ବାଦ୍ୟକାର ବାଜା ବଜାଉଛି ।
ଡ଼େଙ୍ଗେରା ଦାଗାଦୁମାଂ ଙ୍ଗେଃ ରୁତାନା ।

ବେକାର
ସାମାଗେ
ମୁଁ ବେକାର ଅଛି ।
ଆଞ୍ଜ ସାମାଗେ ମେନାଃଞ୍ଜା ।

ବଣିଆ
ସେକେରା
ବଣିଆ ହାର ତିଆରି କରୁଛି ।
ସେକେରା ହିସିରେଃ ବାଇତେନେ ।

ବଳି
ବଙ୍ଗାଗଃଏ
କୁକୁଡା ବଳି କଲେ ।
ସିମ୍‍କ ବଙ୍ଗା କିଃଇଏ ।

ବାସଗୃହ
ବାସାଅୱା/ଗିତିଃଉସେମ୍‍
ତୁମ ବାସଗୃହରେ ସାପ ରହିଛି ।
ଆପେ ଗିତିଃ ଉସେମ୍‍‌ରେ ବିଂ ବଲଆ କାନା ।

ବାରଣ୍ଡା
ବୁଟୁୟେଃ/ଉକୁଟୁୟେଃ
ବାରଣ୍ଡାରେ କୁକୁର ଶୋଇଛି ।
ବୁଟୁୟେଃରେ ପାନ ରିକେମେ ।

ପାଉଁଶିଆ
ତରଏ ଲେକା
ଧଳାମାଟି ପାଉଁଶିଆ ଦେଖାଯାଏ ।
ପୁଣ୍ଡି ହାସାଦ ତରଏ ଲେକ ନେଲଆ ।

ପାଞ୍ଚଟଙ୍କିଆ
ମଏଁଟାକା ତେୟାଃ
ପାଞ୍ଚ ଟଙ୍କିଆର ମିଠା ଆଣିବୁ ।
ମଏଁଟାକା ତେୟାଃ ଲାଡ୍‍ ଆଗୁଇମେ ।

ପ୍ରହରୀ
ହରତାନିଃ
ବଗିଚାରେ ପ୍ରହରୀ ଅଛି ।
ବାକାଇରେ ହରତାନିଃ ମିନାଃଇଏ ।

ପରୀକ୍ଷକ
ବିଳାଓଇଃ
ପରୀକ୍ଷକ ପରୀକ୍ଷା ନେବା ପାଇଁ ଯାଉଛନ୍ତି ।
ବିଳାଓଇଃ ବିଳାଓ ନେଲ୍‍ ସେନଃ ତାନା ।


logo