logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଳକ
କୁଆହନ୍‍/ବୟ/ବାବୁ ହନ୍‍
ଆଗରେ ବାଳକ ଚାଲିଛି ।
ଆୟାର୍‍‌ରେ କୁଆହନ୍‍ ସେନାକାଡ଼ା ।

ବୋକା
କଅଁଲ
ତୁ ବୋକାଟା କି?
ଆମ୍‍ଦମ୍‍ କଅଁଲ ଗିଆ କି ?

ବାପା
ଆପୁ
ବାପାଙ୍କ କଥା ମାନିବୁ ।
ଆପୁୟେଃ କାଜି ଆୟୁମେମ୍‍ ।

ବଡଭାଇ
ମାରାଂ ଦାଦା/ବାଉଞ୍ଜ
ବଡଭାଇ ହାଟକୁ ଯାଉଛନ୍ତି ।
ବାଉଞ୍ଜ ହାଆଟ ସେନଃ ତାନା ।

ବୋହୂ
କିମିନ୍‍
ଆମ ବାବୁ ବୋହୂ ଆଣିଛି ।
ଆଲେ ବାବୁ କିମିନ୍‍ ନେଃ ଆଗୁତାଇଏ ।

ବର
ଗଂକଆ
ବର ବାହା ହେବା ପାଇଁ ଯାଇଛି ।
ଗଂଜଆ ଆଣାନ୍ଦିନ୍‍ ତେଃ ସେନା କାନା ।

ବିମାତା
ଗାହୁଞ୍ଜ/କାକି
ବିମାତା ଛୁଆ ପାଠ ପଢୁଛି ।
ଗାଉଞ୍ଜେଃ ହନ୍‍ ପାଳୱତାନା ।

ବିଦେଶୀ
ବାହାର ଦିଶୁମ୍‍/ଏଟାଃଦିଶୁମ୍‍/ଦିଶୁମ୍‍ପାରମ୍‍
ଆମଦେଶକୁ ବିଦେଶୀମାନେ ବୁଲିବାକୁ ଆସନ୍ତି ।
ଆବୁ ଦିଶୁ ତେଏଟାଃ ଦିଶୁମ୍‍‌ରେନ୍‍କ ହନର୍‍ ତେକ ହୁଜୁଃଏ ।

ବଦମାସ
କେଚଳ
ତୁ ବହୁତ ବଦମାସ ।
ଆମ୍‍ଦ ଏସୁମ୍‍ କେଚଳ ଗିଆ ।

ବରଯାତ୍ରୀ
ଅର୍‍ଏରା/ସୁର୍‍ତୁଲି
ବରଯାତ୍ରୀମାନେ କନିଆ ଆଣିବା ପାଇଁ ଯାଇଛନ୍ତି ।
ଏରା ଆଗୁ ଅର୍‍ ଏରା କ ସେନା କାନା ।


logo