logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପଙ୍ଖା
ପାଂକା
ପଙ୍ଖା ଘୁରାଅ ।
ପାଂକା ବିୟୁରେମ୍‍ ।

ପାନିଆ
ନାକିଃଇ
ମୁଣ୍ଡରେ ପାନିଆରେ କୁଣ୍ଡେଇ ହୁଅ ।
ବଃଅ ନାକିଃଇ ତେ ନାକିଃଇନ୍‍ ମେ ।

ପାଲିଂକି
ସଂଆଁରି
ପାଲିଂକିରେ କନିଆ ବସିଛି ।
ଗଂକୁଇ ସଆଁରୀରେ ଦୁବେ କେନେ ।

ବାଳକ
କୁଆ ହନ୍‍/ବୟ/ବାବୁ ହନ୍‍
ଆଗରେ ବାଳକ ଚାଲିଛି ।
ଆୟାର୍‍ରେ କଆହନ୍‍ ସେନା କାଡ଼ା ।

ବାଳିକା
କୁଇହନ୍‍/ମାଇହନ୍‍/ବୁଇ
ବାଳିକା ପାଣି ବୋହିଛି ।
ମାଇଁହନ୍‍ ଦାଃ ଦିପିଲା କାଡ଼ା।

ବିଧବା
ରାଣ୍ଡି
ବିଧବା ସ୍ତ୍ରୀ କାନ୍ଦୁଛି ।
ରାଣ୍ଡି ଏରା ରାଃଆ ତାନା ।

ବୋକା
ବୁକା
ତୁ ବୋକାଟା କି?
ଆମ୍‍ଦମ୍‍ ବୁକା ଗିଆ କି ?

ବୁଢ଼ା
ହାଆମ୍‍
ବୁଢ଼ା ହେଲେ ଓଜନିଆ କାମ କରି ହେବ ନାହିଁ ।
ବୁଳେ ତେନ୍‍‌ରେ ହାମ୍ବାଲ ପାଇଟି କାଦାଇପୁଃଆ ।

ବୁଢ଼ୀ
ବୁଳି
ବୁଢ଼ୀ ଲୋକ ହସୁଛି ।
ବୁଳିଏରା ଲାନ୍ଦାତାନା ।

ବାଳିକା
କୁଇହନ୍‍/ମାଇହନ୍‍
ବାଳିକା ପାଣି ବୋହିଛି ।
ମାଇଁହନ୍‍ ଦାଃ ଦିପିଲା କାଡ଼ା ।


logo