logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପ୍ରାର୍ଥନା
ଗୱାରି
ମୁଁ ଗୁହାରି କରୁଛି ।
ଦେଆଞ ଗୱାରି ତାନା ।

ପାପ
ପାଆପ
ଜୀବ ହତ୍ୟା ମହାପାପ ।
ସବେନ କହେତେ ଜୀବନ ଗଃଏ ମାରାଂ ପାଆପ ।

ପୂଣ୍ୟ
ପୁୟୁର୍‍
ମାନବ ଜୀବନରେ ପୂଣ୍ୟ କାମ କରିବା ଦରକାର ।
ମାନ୍‍ମୀ ଜୀବନ୍‍‌ରେ ପୁୟୁର୍‍ ପାଇଟି ତେୟାଃ ଦରକାର ।

ପ୍ରାୟଶ୍ଚିତ
ହାଲ୍‍ଦୁଃ
ପାପରୁ ପ୍ରାୟଶ୍ଚିତ ପାଇଲା ।
ପାଆପ ଏତେଃ ହାଲ୍‍ଦୁଃ ୟେନେ ।

ପରିସ୍ରାଗାର
ଡୁକି ଅୱାଃ
ପରିସ୍ରାଗାରରେ ପରିସ୍ରା କରନ୍ତୁ ।
ଡୁକି ଅୱାଃରେ ଡୁକି ପେ ।

ଫାଟକ
ଆଂକା-ଦୁଏର୍‍
ଫାଟକ ଦେଇ ପସନ୍ତୁ ।
ଆଂକା ଦୁଏର୍‍ ହରା ବଲମେ ।

ଫାଣ୍ଡି
ତାନା
ଲୋକଙ୍କୁ ମାରିଲେ ଫାଣ୍ଡିକୁ ନିଅନ୍ତି ।
ହୋକ ଗଃଏ କରେ ତାନା ଦୁଏର୍‍ କ ଇ ଦିକଆ ।

ପଘା
ପାଗା
ପଣ୍ଡା ପଘା ଛିଡ଼େଇଦେଲା ।
ପାଗା କେଳାଃ ସିଡ଼୍ କେଡ଼ା ।

ପରଦା
ଦାନାପାଲ୍‍
ଦୁଆର୍‍‌ରେ ପରଦା ଟଙ୍ଗା ହୋଇଛି ।
ଦୁଏର୍‍‌ରେ ଦାନା ପାଲ୍‍ ହାକାଆ କାନା ।

ପନିକି
କାତୁ
ପନିକିରେ କାଟନ୍ତି ।
କାତୁ ତେକ ଗେଡ଼େ୍ଆ ।


logo