logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପ୍ରତିଦିନ
ସବେନ୍‌ ଦିନ୍‌
ଭଗବାନଙ୍କୁ ପ୍ରତିଦିନ ଡାକିବୁ ।
ସବେନ୍‌ ଦିନ୍‌ ସିଂବଂଗା କିୟାରଇ ମେ ।

ପରଦିନ
ଚାନାବ୍‍ ମୁସିଂ
ପରଦିନ କାମ ଥିଲା ।
ହଲାତେର୍‍ ପାଇଟି ତାଇକିନା ।

ପବନ
ହୟ
ବର୍ଷା ସହିତ ପବନ ଆସିଲା ।
ଗାମାଲଃତେ ହୟ ହୁଜୁଃ ୟେନେ ।

ପୃଥିବୀ
ଅତ୍‍
ଆମେ ସମସ୍ତେ ପୃଥିବୀରେ ବାସ କରୁ ।
ଆବୁ ସବେନ ଅତ୍‍ ରେବୁ ତାଇନେ ।

ପୌଷ
ବାଦି
ପୌଷ ମାସ ପରେ ମାଘ ଆସେ ।
ବାଦି ଚାଣ୍ଡୁଃଚାନା ସେନ୍ଦ୍ରୋ ଚାଣ୍ଡଃ ହୁଜୁଃଏ ।

ପିଞ୍ଜରା
ଗାର୍‍ୱା
ପିଞ୍ଜରାରେ ପକ୍ଷୀ ।
ଗାରୱାରେ ଚେଣେ ।

ପୁଟୁଳା
ପଳମ
ଲୁଗା ପୁଟୁଳା ।
ଲିଜା ପଳମ୍‍।

ପେଟରା
ପିଟି/ଡାରୁହେଃ
ଟିକଟ ପେଟରାରେ ଅଛି ।
ଟିକସ ପିଟିରେ ଏମାକାନା ।

ପଖାଳ
ଦାଃ ମାଣ୍ଡି
ପଖାଳଭାତ ଶାଗ ତରକାରୀ ।
ଦାଃ ମାଣ୍ଡି ଆଃଆ ଉତୁ ।

ପାଣି
ଦାଃ
ପାଣି ବୋହୁଛି ।
ଦାଃ ହାଳି ତେନେ ।


logo