logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପାତି ହଂସ
କଳ/ଗେଡ଼େ
ପାତି ହଂସ ପାଣିରେ ପହଁରନ୍ତି ।
କଳକ ଦାଃଆରେକ ଅୟାରେନା ।

ପେଚା
କକର୍
ପେଚା ଡାକିଲା ।
କକର୍‍ ରାଃଆୟେ ତାନା ।

ପକ୍ଷୀବସା
ଚେଣେବାସା
ପକ୍ଷୀବସା ଗଛରେ ଅଛି ।
ଚେଣେ ବାସା ଦାରୁରେ ମେନାଃଆ ।

ପଙ୍ଗପାଳ
ମୁକେ ପାରାଏଁ
ପଙ୍ଗପାଳ ଗବ ପତର ଖାଏ ।
ମୁକେପାରାଏ ଜା ଲାବିନ୍ଦି ପାତାଃକଜମା ।

ପ୍ରଜାପତି
ପାମ୍‍ ପାଆଲ୍‍
ପ୍ରଜାପତି ଉଡ଼ିଗଲା ।
ପାମ୍‍ପାଲ୍‍ ଆପିରିୟାନା ।

ପିମ୍ପୁଡ଼ି
ମୁଃଇ
ପିମ୍ପୁଡ଼ି କାମୁଡ଼ିଲେ ବହୁତ ବ୍ୟଥା ହୁଏ ।
ମୁଇଃ ହୁଏ ଏସୁ ହା-ସୁଆ ।

ପଡ଼ିଆ
ପାଳିୟେ/ଗଳା
ପଡ଼ିଆରେ ଗୋରୁ ଚରୁଛନ୍ତି ।
ପାଳିୟେରେ ଉରିଃକ ଆତିଂ ତାନା ।

ପର୍ବତ
ବୁରୁ
ଶିମିଳିପାଳରେ ପର୍ବତ ଅଛି ।
ଶିମିଳିପାଳରେ ବୁରୁ ମେନାଃଆ ।

ପାହାଡ଼
ଗୁଟୁ
ପାହାଡ଼ରେ ପଥର ଅଛି ।
ଗୁଟୁରେ ଦିରି ମେନାଃଆ ।

ପୋଖରୀ
ପୁକୁରି
ପୋଖରୀରେ ମାଛ ଅଛନ୍ତି ।
ପୁକୁରିରେ ହାକୁକ ମେନାଃ କଆ ।


logo