logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପ୍ରୌଢ଼
ସାବାଳକ/ହାରାସେପେଡ଼/କଆ
ବର୍ତ୍ତମାନ ମୋ ପୁଅ ସାବାଳକ ।
ନାଃଆ ଦ ଆଞ୍ଜାଃ ହନ୍‍ ହାରାସେପେଡେୟାନା ।

ପାଠକ
ପାଳାଓନିଃ/ପାଟୁଏ
ପାଠକ ମାନେ ବିଦ୍ୟାଳୟକୁ ଯାଉଛନ୍ତି ।
ପାଟୁଏ କ ମହଣ୍ଡ ତେକ ସେନଃତାନା ।

ପୁରୋହିତ
ଦିଉରୀ/ଦେଅ ଆଁ
ପୁରୋହିତ ପୂଜା କରୁଛନ୍ତି ।
ଦିଉରୀ ବଙ୍ଗାତାନା ।

ପଣସ ଗଛ
ପଣସ ଦାରୁ
ପଣସ ଗଛରେ ଫଳ ଅଛି ।
ପଣସ ଦାରୁରେ ଜଅ ମେନାଃଆ ।

ପାନ
ପାନ
ପାନ ଖାଇଲେ ଦାନ୍ତ ଖରାପ ହୁଏ ।
ପାନ ଜମେରେ ଦାଟା କାରାବ୍‍ ଚାବାଃଓଃଆ ।

ପାନ ମହୁରୀ
ପାନ୍‍ ମସାଲା
ପାନ ମହୁରୀ ପାନରେ ମିଶାନ୍ତି ।
ପାନ ମାସାଲା ପାନରେକ ମିସେୟା ।

ପଗଡ଼ି
ବେନ୍‍ଟା
ମୁଣ୍ଡରେ ପଗଡ଼ି ।
ବଃଅରେ ବେନ୍‍ଟା ।

ପାରା
ଦୁଦୁଲୁମ୍‍
ପାରା ଉଡ଼ି ଗଲା ।
ଦୁଦୁଲୁମ୍‍ ଆପିରିୟାନା ।

ପାଣିକୁଆ
ଦାଃ କାଆଃ
ପାଣିକୁଆ କଳା ଅଟେ ।
ଦାଃ କାଆଃ ହେନ୍ଦେୟା ।

ପର
ଇୟାଁଲ
ମୟୁର ପର ।
ମାରାଃ ଇୟାଁଲ୍‍ ।


logo