logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଫୁସ୍‍ଫୁସ୍‍
ବରକତ୍‍
ଆମ ଶରୀରରେ ଫୁସ୍‍ଫୁସ୍‍ ଅଛି ।
ଆବୁହାଃ ହମଅରେ ବରକଡ୍‍ ମେନାଃଆ ।

ପାଟିହାଡ଼
ଆ ଯାଂ
ପାଟି ହାଡ଼ ବିନ୍ଧୁଛି ।
ଆ ଯାଂ ହାସୁତେନେ ।

ପୁଅ
କଆ ହନ୍‍
ପୁଅ ଛୁଆ ଜନ୍ମ ହେଲା ।
କଆହନ୍‍ ଜନମ୍‍ ୟାନା ।

ପୋଷ୍ୟ ପୁତ୍ର
ଦୁବ୍‍ ଉମ୍ବୁଲ୍‍
ପୁଅ ଛୁଆ ନଥିଲେ ପୋଷ୍ୟପୁତ୍ର ଦରକାର ।
କଆ ହନ୍‍କ ବାଂକୁଃରେ ଦୁବ୍‍ ଉମ୍ବୁଲ ଦରକାରା ।

ପୂର୍ବପୁରୁଷ
ଦୁଉମ୍‍ ହୋକ
ପୂର୍ବପୁରୁଷ ମାନେ ଚାଲିଚାଲି ଯାଉଥିଲେ ।
ଦୁଉମ୍‍ ହୋକ ସେନ୍‍ ସେନ୍‍‌ତେକ ସେନ୍‍କିନା ।

ପୁରୁଷ
କଆ
ପୁରୁଷ ପିଲା ।
କଆ ହନ୍‍ ।

ସ୍ତ୍ରୀ
କୁଇ
ସ୍ତ୍ରୀ ପିଲା/ଝିଅ ପିଲା ।
କୁଇ ହନ୍‍ ।

ପତଳା
ଏ ତାଂ/ବାତାରୀ
ପତଳା ଓଠ ।
ଏତାଂ ଲୁଟି ।

ପାଗଳ
ତୁତେ/ବାୟା
ପାଗଳ କୁକୁର ।
ବାୟା ସେତା ।

ପାକୁଆ
ଚାଇପୁଂ
ମୋର ଅଜା ପାକୁଆ ପାଟି ହେଲାଣି ।
ତାତାଂଞ ବୁଳେ ଚାଇପୁଂ ଆ ଚାବାୟାନା ।


logo