logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଛାତ୍ର
ପାଟୁଏକ
ସ୍କୁଲ୍‍‌ରେ ଛାତ୍ରମାନେ ଅଛନ୍ତି ।
ମଣ୍ଡରେ ପାଟୁଏକା ମିନା କୱା ।

ଛାଉଣୀ
ଦାଲ୍‍ପ
ଘର ଛାଉଣୀ କରିବା।
ଅହାଃବୁ ଦାଲ ବେୟା ।

ଛତା
ଚାତମ
ବର୍ଷାଦିନେ ଛତା ଆବଶ୍ୟକ ହୁଏ ।
ଗାମାଦିନ୍‍ ଚାତମ୍‍ ଏସୁ ଦରକାର୍‍ ।

ଛୁରୀ
କାତୁ
ଛୁରୀରେ ଲେମ୍ବୁ କାଟିବା ।
କାତୁତେ ଲିମ୍ବୁବୁ ଗେଡ଼େୟା ।

ଛତୁ
ରଡ୍‍
ବର୍ଷା ଦିନେ ଛତୁ ଫୁଟେ ।
ଗାମାଦିନ୍‍ ଉଡ଼ ଅମନଃୱା ।

ଛୁଞ୍ଚି
ସୁସି/ସୁଜେ/ସୁଇ
ଛୁଞ୍ଚିରେ ସିଲାଇ କରିବା ।
ସୁଜେତେବୁ ଗାଃୟା ।

ଛିଣ୍ଡାଲୁଗା
ଚାଚାଃ ଲିଜେଃ
ଗରିବ ଲୋକମାନେ ଛିଣ୍ଡାଲୁଗା ପିନ୍ଧନ୍ତି ।
ରେଙ୍ଗେଃ ହୋ'କ ଚା ଚା ଲିଜେଃକ ତଲେନା ।

ଛଡ଼ା
ପେଟାଁ/ପେଟାଣା
ପଡିଆରେ ଛଡ଼ା ଚରୁଛି ।
ପେଟାଁ ଉରିଃ ଗଳାରେ ଆତିଂ ତେନେ ।

ଛେଳି
ମେରମ
ଛେଳି ପତ୍ର ଖାଏ ।
ମେରମ‍୍ ପାତାଆ ଜମାଃ ।

ଛଞ୍ଚାଣ
ରିଚି
ଛଞ୍ଚାଣ କଞ୍ଚା ମାଂସ ଖାଏ ।
ରିଚି ବେରେଲ୍‍ ଜିଲୁ ଜମା ।


logo