logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଜୁଆର୍
ଚେଏଁଲ୍‍
ସମୁଦ୍ରରେ ଜୁଆର ଉଠେ ।
ଦରେଆ ଦାଃ ଚେଏଁ ଲେନ୍‍ତାନା ।

ଜଳପତନ
ଦାଃ କମଃତେୟାଃ
ଜଳ କମିଯିବାଟାକୁ ଜଳ ପତନ କୁହାଯାଏ ।
ଦାଃ କମଃତେୟା ଡ଼ାମୁକେ ।

ଜିଲ୍ଲା
ଉପେଡ
ଆମ ଜିଲ୍ଲା ବଡ ।
ଆବୁୱାଃ ଉପେଡ଼୍ ମାରାଙ୍ଗା ।

ଜଳବାୟୁ
ଦାଃଗାମାଃ
ଚାଷ ପାଇଁ ଜଳବାୟୁ ଆବଶ୍ୟକ ଅଟେ ।
ଚାଆସ ପାଇଟି ଲାଗିଡ଼୍ ଦାଃଗାମା ଗରଜ ମିନାଃ ।

ଜଗତ
ପି'ଇଳି
ଏ ଜଗତରେ ମାନବ ଏକ ।
ନେନ୍‍ ପି'ଇଳିରେ ମାନୱାକ ମିଡୱାଃ ।

ଜଡା
ଜାଳା
ଜଡାତେଲ ନାହିଁ ।
ଜାଳା ସୁନୁମ୍‍ ବାନାଃଆ ।

ଓଜନ
ଉଜୁନ୍‍/ତୁଲେ
ଜିନିଷ ଓଜନ କରିବା ।
ତୁଲେତେବୁ ଜକାୟା ।

ଜୋରିମାନା
ଦାଣ୍ଡେ
ଭୁଲ କାର୍ଯ୍ୟରେ ଜୋରିମାନା ମିଳେ ।
ଲଟମ୍‍ ପାଇଟିରେ ଦଣ୍ଡେ ନାମଃଆ ।

ଜାମିନ
ଜିମା
ଜାମିନରେ ବାହାରିଛନ୍ତି ।
ଜିମାରେଃ ଅଲ୍ଲଆଃ କାନା ।

ଜେଲ
ସାତାର୍‍
ଚୋରକୁ ଜେଲ୍‍ କରାଗଲା ।
କୁମ୍ବୁକ ସାତାର୍‍ କିଃଏ ।


logo