logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ନବମୀ
ଆଙ୍ଗାରାଉଲାଂ
ନବମୀ ଦିନ ପଳେଇ ଆସ ।
ଆଙ୍ଗାର ଉଲାଂ ହୁଜୁଃ ବେନ୍‍ ।

ନୀଳ
ଲିଲ୍‍
ଆକାଶ ନୀଳ ଦେଖାଯାଏ ।
ରିମିଲ୍‍ ଲିଲ୍‍ଗେ ନେଲଃୱ ।

ନୋଟ୍
ଲଅଟ୍‍
ଦୁଇ ଟଙ୍କିଆ ନୋଟ୍ ।
ବାରଟାକା ଲଅଟ୍‍ ।

ନିବ୍‍
ଲଚାଂ
ପେନ୍‍ର ନିବ ନାହିଁ ।
ଅଲାଡ୍‍ ରେୟାଃ ଲଚାଂ ବାନଃଆ ।

ନିଲାମ୍‍
ଇଲେମ୍‍
ପୋଖରୀ ନିଲାମ୍‍ କରାଗଲା ।
ପୁକୁରି ଇ ଲେମ୍‍ ଗେଆୟା ।

ନିଷ୍ପତ୍ତି
ସାଆର୍‍
ହୋ ଭାଷା ସ୍ୱୀକୃତି ପାଇଁ ନିଷ୍ପତ୍ତି କରାଗଲା ।
ହୋ ହାୟାମ ମାଆନ୍‍ ଏମେ ଲାଗିଡ୍‍ ସାଆର୍‍ ହବାୟାନା ।

ନଗଦ
ରକା
ନଗଦ ଟଙ୍କା ଦିଅ ।
ରକାଗେ ଟାକା ଏମେମେ ।

ନମୁନା
ଲେକାନାଃ
ତା' ରି ନମୁନାର ଜିନିଷ ଆଣ ।
ଆଏ ଲେକାନାଃ ଆଗୁଇମେ ।

ନାଲିପାନ
ଜୁଙ୍ଗୁଡ ପାନ
ନାଲିପାନ ଖାଇବା ।
ଜୁଙ୍ଗୁଡ ପାନ୍‍ବୁ ଜମେଆ ।

ନଦୀ
ଗାଳା
ନଦୀ ବହୁଛି ।
ଗାଳା ହାଳିତେନେ ।


logo