logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ନଡ଼ିଆ
ନୁଣିୟେ /ନୁନୁଆ
ନଡ଼ିଆ ପୂଜା କାମରେ ଲାଗେ ।
ନୁଣିୟେ, ବଙ୍ଗାବୁରୁ ପାଇଟିରେ ହୁଜୁଃଏ ।

ନିମ
ନିମ୍‍
ନିମକୁ ଔଷଧ ରୂପେ ବ୍ୟବହାର କରାଯାଏ ।
ନିମ୍‍ ରେଡ ରାନୁ ପାଇଟିରେ ହୁଜୁଃଏ ।

ନାଗଫେଣି
ଲୁତୁର ବୁଃ / ଜାନୁମ
ନାଗଫେଣି ମରିଯାଉଛି ।
ଲୁତୁର୍ ବୁଃ ଜାନୁମ୍ ଗଜଃ ତାନା ।

ନାସ୍‍ପାତି
ଗସଃସୁକୁଲ୍‍ ପାପ୍‍ଆ
ନାସ୍‍ପାତି ଆଣ ।
ଗସଃ ସୁକୁଲ୍‍ ପାପାଃଆ ଆଗଇମେ ।

ନଳିତା
ଜାଣି
ନଳିତା ଦଉଡ଼ିରେ ବାନ୍ଧିବା ।
ଜାଣି ବାୟାର୍‍ତେବୁ ତଲେୟା ।

ନଦୀକୂଳ
ଗାଳାକୁଟି
ନଦୀକୂଳରେ ଗାଧୋଇବା ।
ଗାଳାକୁଟିରେକ ଅଳାନା ।

ନଦୀର ଉତ୍ପତ୍ତିସ୍ଥଳ
ଗାଳାସତଃ/ସେତେଂ
ନଦୀର ଉତ୍ପତ୍ତି ସ୍ଥାନ ବହୁତ ଦୂରରେ ।
ଗାଳାରେ ୟାଃ ସତଃ ଏସୁସାନିଂ ରେୟା ।

ନାଳ
ଲଅର
ନାଳ ବହୁଛି ।
ଲଅର ହାଳିତେନେ ।

ନଗର
ମାରାଂ ବାଜାର୍‍/ହୋ ଆଟଂ
ନଗରରେ ଲୋକ ସଂଖ୍ୟା ବେଶୀ ।
ହୋ ଆଟଂରେ, ହୋକ ସାଙ୍ଗିଆ ।

ନକ୍ଷତ୍ର
ଇପିଲ୍‍
ଆକାଶରେ ନକ୍ଷତ୍ର ଦେଖାଯାଏ ।
ରିମିଲ୍‍ରେ ଇପିଲ୍‍କ ନେଲଃୱ ।


logo