logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ନାବାଳକ
ବୟ
ନାବାଳକ କାମ କରୁଛି ।
ବୟ ପାଇଟି ତେନେ ।

ନାତି
ଜାଇହନ୍‍
ନାତି ଅଜାର ଗପ ଶୁଣୁଛି ।
ଜାଇହନ୍‍ ତାତା ତେୟାଃ କାହାନୀ ଆୟୁମତେନେ ।

ନାବିକ
ଲାଉଳିଆ
ନାବିକ ଡଙ୍ଗା ଚଳାଉଛି ।
ଲାଉଳିଆ ଡ଼ଙ୍ଗାଃ ଚାଲାୱତାନା ।

ନରକ
ବିସିଣ୍ଡିଃ
ନରକକୁ ଘୃଣା ଲାଗେ ।
ବିସିଣ୍ଡିଃ କା'ଟିକିଏ ଆଦାୱା ।

ନଡ଼ା କଟା କଳ
ବୁସୁଃ ବାଣ୍ଡିଃ ତିୟାଃ
ନଡ଼ା କଟା କଳ ଆଣ ।
ବୁସୁଃ ବାଣ୍ଡିଃ ତେୟାଃ ଆଗୁଇ ମେ ।

ନଡ଼ିଆ କୋରଣା
ନୁଣିଏ ଗନତାଃ
ନଡ଼ିଆ କୋରଣାରେ ନଡ଼ିଆ କୁରାଯାଏ ।
ନୁଣିଏ ଗନତାଃ ତେ, ନୁଣିଏ କ ଗତାୟା ।

ନାଉତୁମ୍ବା
ଲାଉ
ନାଉ ତରକାରୀ କରାଯାଏ ।
ଲାଉକ ଉତୁୟେ ।

ନିହାଣ
ମଗାରୁ
ନିହାଣ ନେଇଆସ ।
ମଗାରୁ ଆଗୁଇମେ ।

ନିରାମିଷା
ଆଇଁସିକା ଜମ୍‍ନିଃ
ନିରାମିଷା ରହିବା ଭଲ ।
ଆଇଁସି କା ଜମ୍‍‌ରେ ବୁଗିନେ ।

ନାସ
ଗସଃସୁକୁଲ
ନାସ ନାହିଁ ।
ଗସଃ ସୁକୁଲ୍‍ ବାନଆଃ ।


logo