logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ନାକ
ମୁଟେ/ସୁଁଆଁନ୍‍
ନାକ ବନ୍ଦ କର ।
ମୁଟେ ସାବ୍‍ କେସେ ଡ଼େମ୍‍ ।

ନାକ ଦଣ୍ଡା
ମୁଟେ ଜାଙ୍ଗି
ନାକ ଦଣ୍ଡା ଦେଖା ଯାଉଛି ।
ମୁଟେ ଜାଙ୍ଗି ନେଲଃ ତାନା ।

ନାକପୁଡ଼ା
ମୁଟେଉଣ୍ଡୁ
ନାକ ପୁଡ଼ା ବନ୍ଦ ହେଉଛି ।
ମୁଟେ ଉଣ୍ଡେ କେସେଡ୍‍ ତାନା ।

ନାଡି
ନାଟିକା
ନାଡି ଚାଲୁ ନାହିଁ ।
ନାଟିକେ କା' ସେସେନ୍‍ତାନା ।

ନଖ
ସାର୍‍ସାର୍‍
ନଖ କାଟ ।
ସାର୍‍ ସାର୍‍ ଗେଡ଼େନ୍‌ମେ ।

ନାଭି
ବୁଟି
ନାଭି ଦେଖାଯାଉ ନାହିଁ ।
ବୁଟି କାଆ ନେଲଃ ତାନା ।

ନିଶ
ଦାଳିଆ
ନିଶ କଳା ଦେଖାଯାଉଛି ।
ଦାଳିଆ ହେନ୍ଦେ ଗେ ନେଲଃ ତାନା ।

ନିଶ୍ୱାସ
ସାଏଡ଼
ନିଶ୍ୱାସ ଠିକ୍‍‌ରେ ନେବା ।
ସାଏଡ଼ ବୁଗିତେ ଇଡ଼େମେ ।

ପ୍ରଶ୍ୱାସ
ସିଦେଂ
ପ୍ରଶ୍ୱାସ ନେଲାବେଳେ ବ୍ୟଥା ହେଉଛି ।
ସିଦେଂଙ୍ଗେ ତାନ୍‍‌ରେ ହାସୁ ତାନା ।

ନାକର ଅଗ
ମୁଟେ ଚୁଟିଃ
ନାକ ଅଗରେ କଳାଦାଗ ଅଛି ।
ମୁଟେ ଚୁଟିଃ ରେହେନ୍ଦେ ଦାଆଗ୍‍ ଗିନାଃ ।


logo