logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଧୂମକେତୁ
ଜନଃଇପିଲ୍‍
ଧୂମକେତୁ ଆକାଶରେ ଉଡ଼ିବୁଲେ ।
ଜନଃଇପିଲ୍‍ ସିର୍ମାରିଃଆଃ ।

ଧ୍ରୁବତାରା
ବୁର୍କେ,ଇପିଲ୍‍
ଧ୍ରୁବତାରା ଦିଶୁଛି ।
ବୁର୍କେ ଇପିଲ୍ଲ ନେଲଃ ତାନା ।

ଧଳା
ପୁଣ୍ଡି
ଧଳା ଅଟେ ଟଗର ଫୁଲ ।
କୁଉୟାଁଡ ପୁଣ୍ଡି ନେୟଃଆ ।

ଧାର
ଲେସେର୍‍
ଧାରୁଆ କଟୁରି ।
ଲେସେର୍‍ ବାଙ୍କିଏ ।

ଧୁର୍ମୁଷ
ତାକିଡ୍‍ ଚାଲପା
ଧୁର୍ମୁଷ ହୋଇନାହିଁ ।
କା ତାକିଡ୍‍ କାନ୍‍ ଚାଲପା / ଦୁରମୁସୁଏ କେନେ ।

ଧନୁ
ଆଃ
ଧନୁ ଧରନାହିଁ ।
ଆଃ ଆଲମ୍‍ ସା' ବା ।

ନାକ
ମୁଟେ/ସୁଁଆଁନ୍‍
ନାକ ବନ୍ଦ କର ।
ମୁଟେ ସାବ୍‍ କେସେ ଡ଼େମ୍‍ ।

ନାକ ଦଣ୍ଡା
ମୁଟେ ଜାଙ୍ଗି
ନାକ ଦଣ୍ଡା ଦେଖା ଯାଉଛି ।
ମୁଟେ ଜାଙ୍ଗି ନେଲଃ ତାନା ।

ନାକ ପୁଡ଼ା
ମୁଟେଉଣ୍ଡୁ
ନାକପୁଡ଼ା ବନ୍ଦ ହେଉଛି ।
ମୁଟେଉଣ୍ଡୁ କେସେଡ୍‍ ତାନା ।

ନାଡ଼ି
ନାଟିକା
ନାଡି ଚାଲୁ ନାହିଁ ।
ନାଟିକେ କା' ସେସେନ୍‍ତାନା ।


logo