logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଧନାଗାର
ମୁରୁଇ
ଧନାଗାର ଉଇ ଲାଗିଲେ ।
ମୁରୁଇ ଅଳାଃରେ ନିଦିର୍‍ କେଡ଼ା ।

ଧୂଆଁପତ୍ର
ସୁକୁଲ ସାକାମ୍‍
ଧୂଆଁପତ୍ର ନେଇ ଆସ ।
ସୁକୁଲ୍‍ ସାକାମ୍‍ ଆଗୁଇମେ ।

ଧାନ
ବାବା
ଧାନ ରୁଆ କର ।
ବାବା ରଆଏ ମେ ।

ଧନିଆଁ
ସଆନ୍‍ଆଆଃ
ଧନିଆଁ ସବାସନା ଦିଏ ।
ସୁଆନ୍‍ ଆଆଃ ବୁଗିନସ ଆନେଃ ଏମେୟା ।

ଧାନ ଗଛ
ବାବା ଦାରୁ
ଧାନ ଗଛ ମରିଗଲା ।
ବାବାଦାରୁ ଗଏଃ ୟାନା ।

ଧୋତି
ଧୂତି
ଧୋତି ପିନ୍ଧ ।
ଧୂତି ତୋଲେମେ ।

ଧଡ଼ି
ରାଙ୍ଗା
ଶାଢିର ଧଡ଼ି ନାହିଁ ।
ଶାଳିରେ ରାଙ୍ଗା ବାନଃଆ ।

ଧଣ୍ଡ
ଡୁଣ୍ଡୁ/ଦୁଣ୍ଡୁ
ଧଣ୍ଡ ସାପ ଅଛି ।
ଡୁଣ୍ଡୁ/ଦୁଣ୍ଡୁ ବିଂ ମିନାଃଇୟେ ।

ଧୂଳିଆ
ଟେଟେଙ୍ଗା ପାଣ୍ଡୁ
ଧୂଳିଆ ନାଗ ପଳାଇଲା ।
ଲୟଂବିଂ ପାଣ୍ଡୁ ନିର୍‍ୟାନା ।

ଧୂଳି
ଡୁଲେଡ୍‍/ବୁଦୁଗେର
ଧୂଳିରେ ଖେଳ ନାହିଁ ।
ଡୁଲେଡ୍‍‌ରେ ଆଲମ୍‍ ଇନୁଙା ।


logo