logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଦୌଡ଼
ନିର୍‍
ଦୌଡ଼ିବା ଆସ ।
ଏଲାବୁ ନିରିୟା ।

ଧାଇ
ଦୁବ୍‍‌ଦାରମଏରା/ହନା ତାନ୍‍ରେ ଦେଙ୍ଗା ତାନ ଏରା
ଧାଇ କାମ ବୟସ୍କ ସ୍ତ୍ରୀ ଲୋକମାନେ କରନ୍ତି ।
ଦୁବ୍‍ଦାରମ୍‍ ପାଇଟି ଇତୁଆନ୍‍ ଏରାକ ପାଇଟି ୟା ।

ଧନୁର୍ଦ୍ଧର
ଆଃ ସାର୍ ସାବନି/ଆଃ ସାବ୍‍ନିଃ
ଧନୁର୍ଦ୍ଧର ହୁଅ ।
ଆଃ ସାର୍‍/ଆଃ, ସା'ବ୍‍ନିଃ ବାଇୟଃମେ ।

ଧର୍ମଯାଜକ
ଦରମ୍‍ କାଜି ଏତେନିଃ
ଭଲ ଧର୍ମଯାଜକ ହୁଅ ।
ଦରମ୍‍ କାଜି ଏତକ ବାଇୟଃମେ ।

ଧନୀ
ମୁଣ୍ଡା/ନାଇକି
ଧନୀ ଲୋକ
ମୁଣ୍ଡେ ହୋ ।

ଧ୍ୟାନ
ମନ ଇଳିଂ/ଲତୁରାଡ
ଧ୍ୟାନରେ ବସ ।
ମନ୍‍ ଇଳିଂ କେଏତେ ଦୁବ୍‍ ମେ ।

ଧୂପ
ଦୁଉପୁ
ସନ୍ଧ୍ୟା ଧୂପ ଦିଅ ।
ଆୟୁବ ଦୁଉପୁଏମ୍‍ ତାଆମ୍‍ ।

ଧର୍ମ
ଦରମ୍‍
ଧର୍ମର ହେଉ ଜୟ ।
ଦରମ୍‍ ରେୟାଃ ହିର୍ଲା ହବାନ୍‌ମା ।

ଧର୍ମପରାୟଣ
ଦରମ୍‍ ଦୁଉମ୍‍
ଧର୍ମ ପରାୟଣ ବ୍ୟକ୍ତି ।
ଦରମ୍‍ ଦୁଇମ୍‍ ହଳ ।

ଧର୍ମଶାଳା
ଜିରାଓ ଅଳାଃ
ଧର୍ମଶାଳାରେ ବସ ।
ଜିରାଓ ଅଳାଃରେ ଦୁବ୍‌ମେ ।


logo