logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଚୁଚୁନ୍ଦ୍ରା
ଚୁନ୍ଦି
ଚୁଚୁନ୍ଦ୍ରା ମାରିଲେ ଗନ୍ଧ ହୁଏ ।
ଚୁନ୍ଦି ଗଃଏ କିରେ ଏସୁ ସାଆନା ।

ଚାତକ
ଟିରୁଂ
ଚାତକ ପକ୍ଷୀ ପାଣି ପାଇଁ ଉଡି ବୁଲେ ।
ଟିରୁଂ ଅୟ ଦାଃ ଲାଗିଡ଼ ଆପିର ବିୟୁରେ ନ୍‍ତାନା ।

ଚିଲ
କୁଇଡ଼/ରିଚି
ଚିଲ୍‍ ଆକାଶରେ ଉଡ଼ିବୁଲେ ।
କୁଇଡ୍‍ ସିର୍‍ମାରେ ଆପିରେ କିୟୁର ୟେନ୍‍ତାନ ।

ଚିତି
ଚିତିବିଂ
ଚିତି ସାପର ବିଷ ମାରାତ୍ମକ ।
ଚିତିବିଂଞ୍ଜେ ବିଶ ଗ'ଗଃଏୟା ।

ଚର୍ବି
ଇତିଲ୍‍
ମାଂସରେ ଚର୍ବି ଥାଏ ।
ଜିଲୁରେ ଇତିଲ ତାଇନେ ।

ଚା
ଚାଆ/ଲଲଦାଃ
ଚା ପିଇବା ଅଭ୍ୟାସ କରନ୍ତି ନାହିଁ ।
ଚାଆ ଦାଃ ନୁଁ କାବୁ ସେବେନା ।

ଚୁରୁଟ୍‍
ବିଡି/ପିକେ
ଚୁରୁଟ୍‍ ପାନ କରନ୍ତୁ ନାହିଁ ।
ପିକେ କାବୁ ସିବେୟା ।

ଚୁ଼ଡ଼ା
ତାବେନ୍
ଚୁଡା ଜଳଖିଆରେ ବ୍ୟବହାର କରାଯାଏ ।
ତାବେନ୍‍ ବାସିୟେମ୍ ମେନ୍‍‌ରେକ ଜମେୟା ।

ଚାଉଳ
ଚାଉଲି
ଧାନରୁ ଚାଉଳ ହୁଏ ।
ବାବା ଏୟେତେ ଚାଉଲିୱ ଆ ।

ଚଣା
ଚାନା
ଚଣା ବୁଟ ଆମ ପାଇଁ ଭଲ ।
ଚାନା ବୁଗିନା ।


logo