logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଦୁଆତ
କାଳି ବୋତଲ୍‍
ଦୁଆତ୍‍ କାଳି ଆଣ ।
କାଳି ବୋତଲ ଆଗୁଇମେ ।

ଦରମା
ନାଲା/କୁଏ
ଦରମା ଆଣି ନାହିଁ ।
କୁଏ କାଏଃ ଆଗୁତେଡ଼େ ।

ଦାବୀ
କଜାର
ଆମର ଦାବୀ ପୁରଣ ହେଉ ।
ଆୟେୟାଃ କଜାର୍‍ ହବାନ୍‍ଚା ।

ଦଣ୍ଡ
ଦାଣ୍ଡେ
ଦଣ୍ଡ ପାଇବ ।
ଦାଣ୍ଡେମ୍‍ ନାମେୟାଁ ।

ଦୋଷ
ଦୁସୀ
ଦୋଷ କରିଛ ।
ଦୁସୀ ତାଡାମ୍‍ ।

ଦୁର୍ନିତି
କାରାୟ
ଦୁର୍ନିତି କାର୍ଯ୍ୟ ବୃଦ୍ଧି ପାଉଛି ।
କା' ରାୟ ପାଇଟି ପୁରେଃ ଏନ୍‍‌ତେନେ ।

ଦାମ
ଗନଂ
ଦାମ କମ ଅଛି ।
ହୁଳି ଗନଂ ।

ଦେୟ
ଏମେତେୟାଃ/ଏନେମ
ତାଙ୍କଠାରୁ ଦେୟ ପାଇବାର ଅଛି ।
ଆକିଂ ତାଆଃ ଏତେ ଏମେତେୟାଃ/ଏନେମ ନାମଃଆ ।

ଦଲାଲ
ଦଲାରୀ/ଲା'ବୁନିଃ ଜାଲୁଏ
ଦଲାଲ୍‍ ମିଛ କହନ୍ତି ।
ଦଲାରୀକ ଚାକାଡ କାଜି କାଜି'ୟା ।

ଦଳ
ହୁଦା
ଦୁଇ ଦଳ ଲୋକ ଆସିଛନ୍ତି ।
ବାର୍‍ ହୁଦେ ହଳକ ହୁଜୁଃଏ କେନେ ।


logo