logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଦୁଧଛେନା
ଡୁମ୍ବାଃତଆ
ଛେନା ଭାରିମିଠା ।
ଡୁମ୍ବାଃତଆ ଏସୁ ନଗଡା ।

ଦୁଦୁରା
ତଅତଅ
ଦୁଦୁରା ଫୁଲ ଧଳାଅଟେ ।
ତଅତଅ ବାଆ ପୁଣ୍ଡିଆ ।

ଦେବଦାରୁ
ବଙ୍ଗାଦାରୁ
ଦେବଦାରୁ ବହୁତ ଡେଙ୍ଗା ।
ବଙ୍ଗାଦାରୁ ଏସୁ ସାଲାଂଙ୍ଗିୟା ।

ଦନ୍ତାହାତୀ
ଦାଟାଆନ୍‍ହାତୀ
ଦନ୍ତାହାତୀ ଆସୁଛି ।
ଦାଟାଆନ୍‍ ହାତୀ ହୁଜୁଃ ତାନା ।

ଦେଶ
ଦିଶୁମ୍‍
ଆମ ଦେଶ ମହାନ୍‍ ।
ଆବୁ ଦିଶୁମ୍‍ ମାରାଂ ଗାରାଂଆ ।

ଦଶମୀ
ଗେଲ୍‍ମାଆ/ଇପିସିଂ
ଦଶମୀରେ ମାସର ଦଶଦିନ ପୂରେ ।
ଇପିସିଂ ଉଲାଂ ଚାଣ୍ଡୁଃରେୟାଃ ଗେଲ୍‍ସିଙ୍ଗି ହବାନା ।

ଦ୍ୱାଦଶୀ
ବୟଟା/ଗେଲ୍‍ ବାର୍‍ମା
ଦ୍ୱାଦଶୀ ଦିନ ମାସର ୧୨ ଦିନ ପୂରେ ।
ବୟଟା/ଗେଲବାର୍‍ମା ମିଡଚାଣ୍ଡୁରେୟାଃ ଗେଲ୍‍ବାର୍‍ ମା' ଉଲାଂ ଚାବାନା ।

ଦୁଇଟଙ୍କିଆ
ବାର୍‍ଟଙ୍କା
ଦୁଇଟଙ୍କିଆ ମୁଦ୍ରା ଅଛି ।
ବାର୍‍ଟାକା ତେୟାଃ ଲଅଟ ମେନାଃ ।

ଦଶ ଟଙ୍କିଆ
ଗେଲ୍‍ଟାକା
ଦଶଟଙ୍କିଆ ନୋଟ ଅଛି ।
ଗେଲ୍‍ଟାକା ତେୟାଃ ଲଅଟ ମିନାଃ ।

ଦିସ୍ତା
ଚାଲପାଡ
ଦିସ୍ତାରେ ଘର କର ।
ଚାଲ୍‍ପାଡ୍‍ ତେ ଅଳା ବାଇପେ ।


logo