logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତହସିଲଦାର୍‍
ତୁସିଲ୍‍ଦାର
ତହସିଲଦାର ନାହାନ୍ତି ।
ତୁସିଲଦାର୍‍ ବାଙ୍ଗାଇଃ ୟେ ।

ତାନ୍ତ୍ରିକ
ଦେୱାଁ
ତାନ୍ତ୍ରିକ ପଳେଇଲେ ।
ଦେୱାଁ ସେନଃ ୟାନା ।

ତନ୍ତୀ
ପେଆଁଏ/ପେଣେ
ତନ୍ତି ଲୁଗା ବୁଣେ ।
ପେଆଁଏ ଲିଜେଃ ତେଂଞ୍ଜେୟାଁ ।

ତେଲି
ସୁନୁମ ଲେନ୍‍ ତାନିଃ
ତେଲି ତେଲ ପେଡୁଛି ।
ସୁନୁମ ଲେନ ତାନିଃ ସୁନୁମ ଲେନ୍‍ ତାନା ।

ତର୍ପଣ
ଆତାଂ ପାସିଡ୍‍
ତର୍ଷଣ ପାଣି ଦିଅ ।
ଆତାଂ ପାସିଡ୍‍ ଦାଃ ଇମାଞ୍ଜ ମେ ।

ତପସ୍ୟା
ସାଦନା
ଋଷି ତପସ୍ୟା କରୁଛି ।
ଜୁଗି ସାଦାନା ତାନାଃ ।

ତୀର୍ଥ
ଗଣ୍ଡ ଜାଗା
ତୀର୍ଥ ଜାଗା ବୁଲିଯିବା ।
ଗଣ୍ଡଜାଗା ହନର ହୁଜୁଃଏ ।

ତାଳ
ତା-ଆଳ
ତାଳ ଗଛ ଡେଙ୍ଗା ।
ତା-ଆଳ ଦାରୁ ଏସୁ ସାଲାଙ୍ଗି ୟା ।

ତଳ ମହଲା
ଲାତାର ଦପା
ତଳ ମହଲାକୁ ଯାଅ ।
ଲାତାର୍‍ ଦପାତେ ସେନଃ ମେ ।

ତକିଆ
ତୁକିଆ
ତକିଆ ଉପରେ ମୁଣ୍ଡ କରାଯାଏ ।
ତୁକିଆରେ ବଅଃ ଏମଃଆ ।


logo