logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଡାଁସ
ମୁର୍‍ମୁଣିଃ
ଡାଁସ,ମଷା ବଢୁଛନ୍ତି ।
ମୁର୍‍ମୁଣିଃ କ ସାଙ୍ଗିୟଃ ତାନା ।

ଡିଆଁ
ଜାନ୍‍
ଡିଆଁରୋଗ ବ୍ୟାପୁଛି ।
ଜାନ୍‍ ରୋଗାତେ ହଳକ ଜାନଃତାନା ।

ଢାଳ
ମୁତା
ଢାଳରେ ପାଣି ଦିଅ ।
ମୁତାତେ ଦାଃ ଆଗୁଇମେ ।

ଢାଙ୍କୁଣି
ଦାନାପାଳ/ଦାନାଲବ୍‍
ଢାଙ୍କୁଣିରେ ଢାଙ୍କିଦିଅ ।
ଦାନାପାଲ୍‍‌ତେ ଦାଲ୍‍ବ ତାଆମେ ।

ଢମଣା
ଜାମ୍ବୁ
ଢମଣା ପଳାଇଲା ।
ଜାମ୍ବୁ ନିର୍‍ଯାନା ।

ଢାଲ
ଟାଟାଃ
ଢାଲଦ୍ୱାରା ନିଜକୁ ବଞ୍ଚାଇଲା ।
ଟାଟାଃତେ ଆଏଃ ହାରଦୁଃ ଜାନା ।

ତଳିପାଦ
ତାଲକା
ତଳିପାଦରେ କଣ୍ଟା ବାଜିଲା ।
କାଟା ତାଲ୍‍କାରେ ଜାନୁମ୍‍ ଟଃଆୟାନା ।

ତଳିପେଟ
ଲାତାର୍‍ ଲାଇଃ
ତଳିପେଟ ବ୍ୟଥା ହେଉଛି ।
ଲାତାରା ଲାଇ ହାସୁତେନେ ।

ତାଳୁ
ଚେତାନ୍‍ଆ
ତାଳୁରେ ମାଛ କଣ୍ଟା ଲାଗିଲା ।
ଚିତାନ୍‍ଆ/ତାଳୁର୍‍‌ରେ ହାକୁ ଜାଂ ଦାଂ ଗେଡ଼ା କାନା ।

ତିଳ
ଜନମ୍‍ ଟିକେ/ ଦାଆଗା
ମୁହଁରେ କଳା ତିଳ ଅଛି ।
ମଚାରେ ଜନମ୍‍ଟିକେ / ଦାଆଗା ମିନାଃ ।


logo