logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଠିକିରି
ଚମ୍ବୁଲେ
ଠିକିରୀ ଆକାରର ମାଛ ।
ଚମ୍ବଲେ ଲେକାନ୍‍ ହାକୁ ।

ଡେଙ୍ଗା
ସାଲାଙ୍ଗି
ଗଛଟି ଡେଙ୍ଗା ଅଟେ ।
ଦାରୁ ସାଲାଙ୍ଗି ମିନାଃ ।

ଡୋଳା
ଡାଲା
ଡଲାରେ ଫୁଲ ନାହିଁ ।
ଡାଲାରେ ବାଆ ବାନଃଆ ।

ଡୋଲି
ଡିଲି
ଡୋଲିରେ ଧାନ ରଖ ।
ଡିଲି ରେ ବାବା ଏ ମେମେ ।

ଡାଳିମ୍ବ
କତୁଲି
ଡାଳିମ୍ବ ଫଳିଛି ।
କତୁଲି ଜଅଆ କାନା ।

ଡିମିରି
ଲଆ
ଡିମିରି ଫଳ ।
ଲଆ ଜଅ ।

ଡାଳଚିନି
ନଗଡ ପାନ
ଡାଲ୍‍ଚିନି ଛେଲି ଆଣ ।
ନଗଡ ପାନ ଚ୍‍କାଃ ଆରଇମେ ।

ଡେଉଁରିଆ
ମାନ୍ଦାଲି
ଡେଉଁରିଆ ରେ ଔଷଧ ଥାଏ ।
ମାନ୍ଦାଲିରେ ରେ ଏଡ୍‍ ତାଇନେ ।

ଡାମାରା କାଉ
ବୁରୁ କାଆଃ
ଡାମାରା କାଉ ଗଛରେ ବସିଛି ।
ବୁରୁ କାଆଃ ଦାରୁରେଃ ଦୁବେ କେନେ ।

ଡାହୁକ
ହେଦେଗେଲେଃ
ଡାହୁକ ଉଡୁଛି ।
ହେବେଗେଲେଃ ଆପିରେ କେନେ ।


logo