logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଟଙ୍କାକିଆ
ମିଡଟାକା
ଟଙ୍କା କିଆ ଆଣ ।
ମିଡଟାକା ଆଗୁଇମେ ।

ଟିପାଖାତା
ଅନଲ୍‍ପୁତି
ଟିପାଖାତା ନାହିଁ ।
ଅନଲ୍‍ ପୁତି ବାନଃଆ ।

ଟିଣ
ଟିଣେ/ରାଂ
ଟିଣ ଦିଅ ।
ରାଂ ଇମାଞ୍ଜମେ ।

ଟିକା
ଟିକେ
ଟିକା ନେଇଛ ।
ଟିକେ କେନେମ୍‍ ।

ଠିକାଦାର
ଟିକାଦାର
ଠିକାଦାର ଠିକା କାମ କରେ ।
ଟିକେଦାର୍‍ ଟିକେଃ ପାଇଟିୟା ।

ଠେକୁଆ
କୁଲେଏ
ଠେକୁଆ ଘାସ ଖାଏ ।
କୁଲେଏ ତାସାଡ଼ାଃ ଜମା ।

ଠିକଣା
ଡଗର୍‍
ଆପଣଙ୍କର ଠିକଣା କେଉଁଠି ।
ଆବେନାଃ ଡ଼ଗର ଅକନା?

ଠେଙ୍ଗା
ଶଟା
ଠେଙ୍ଗାରେ ପିଟିଲା ।
ଶଟାତେ ତାମ୍‍କିଃଏ ।

ଠକାମି
ଚାକାଡ/ଜାଲୁଏ
ମୋତ ଠକିଲା ।
ଆଞ୍ଜେ ଚାକାଡ କିଡିଞ୍ଜେ ।

ଠେଲାଗାଡି
ଉଦୁରଗାଳି
ଠେଲାଗାଡିରେ ପାଣି ଆଣ ।
ଉଦୁର୍ ଜାଳିତେ ଦାଃ ଆଗୁଇମେ ।


logo