logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତାଳଗଛ
ତା-ଆଳଦାରୁ
ତାଳଗଛ ଡେଙ୍ଗା ଅଟେ ।
ତା-ଆଳ ଦାରୁ ସାଲାଙ୍ଗିଏ ।

ତମ୍ପ
ପାଣ୍ଡୁନାଗୁ
ତମ୍ପ ସାପ ବଡ ବିଷଧର ।
ପାଣ୍ଡୁନାଗୁ ଏସୁ ବିଇଶି ମିନାଃ ।

ତେଲୁଣି ପୋକ
ଲିଣ୍ଡୁ
ତେଲୁଣି ପୋକ ଜଙ୍ଗଲରେ ଦେଖାଯାଏ ।
ଲିଣ୍ଡୁ ଚିଦୁ ବୁରୁରେ ନେଲଃୱି ।

ତିମି
ତିମି
ତିମି ମାଛ ସମୁଦ୍ରରେ ରହେ ।
ତିମି ହାଇ ଦରେଆରେ ତାଇନେ ।

ତଡିବା
ହାର୍‍ନିର୍‍
ତାକୁ ତଡି ଦିଅ ।
ଆଏଃ ହାର୍‍ନିର୍‍ ଇମେ ।

ତୋଫାନ
ହୟଗାମା
ଶ୍ରାବଣ ମାସରେ ତୋଫାନ ହୁଏ ।
ଆଦର ଚାଣ୍ଡୁଃରେ ହୟ ମାମାଃଏ ୟାଃ ।

ତଳ
ଲାତାର
ତଳ ଜାଗା ।
ଲାତାର ଜାଗା ।

ତ୍ରୈମାସିକ
ଆପେଏଚାଣ୍ଡୁଃ
ତ୍ରୈମାସିକ ବୈଠକ ହୁଏ ।
ଆପେଏଚାଣ୍ଡୁଃରେ ଦୁନୁବ୍‍ ହବାୱାଃ ।

ତେଲ
ସୁନୁମ୍‍
ତେଲ ଲଗାଇ ଗାଧୋଇବା ।
ସୁନୁମ ଅଜଃ କାତେ ତେବୁ ଅଳାନା ।

ତୀର
ସାର
ତୀର ମାରିବା ।
ସାରବୁ ତୁଞ୍ଜେୟା ।


logo