logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତୋପ
ବାରଦୁ
ତୋପ ଆଣ ।
ବାର୍‍ଦୁ ଆଗୁଇମେ ।

ତାସ
ତା-ଆସ
ତାସ ଖେଳିବା ।
ତା-ଆସବୁ ଇନୁଂଙ୍ଗେ ।

ଦାନ୍ତ
ଦାଟା
ଦାନ୍ତରେ ଚୋବାଇବା ।
ଦାଟାତେବୁ ତାଗଃଏୟା ।

ଦାନ୍ତମାଢ଼ି
ଦାଟାଗାଣ୍ଡୁ
ଦାନ୍ତ ମାଢ଼ି ବ୍ୟଥା କରୁଛି ।
ଦାଟାଗାଣ୍ଡୁ ହାସୁଞ୍ଜ ତେନେ ।

ଦାଢ଼ି
ଦାଳିଆ
ଦାଢ଼ି କାଟିବା ।
ଦାଳିଆବୁ ହୟନା ।

ଦଦେଇ
କାକା
ଦଦେଇ ଘରକୁ ଆସିଲେ ।
କାକା ଅଆଃତେ ହୁଜୁଃୟାନା ।

ଦରଜି
ଗା'ଗାରିଃ
ଦରଜି ଲୁଗା ସିଲେଇ କରୁଛନ୍ତି ।
ଗା'ଗାରିଃ ଲିଜେଃ ସିଲାଇ ତାନା ।

ଦାତା
ଏମିଃ
ଜ୍ଞାନ ଦାତା ଆସୁଛନ୍ତି ।
ପାୟାମ ଏମିଃ ହୁଜୁଃତେନେ ।

ଦୂତ
ମାଆରା
ଦୂତ ଆସିଥିଲେ ।
ମାଆରା ହୁଜୁଃ ଲେନା ।

ଦେଶବାସୀ
ଦିଶୁମହଳ
ଦେଶବାସୀ ପଳେଇଲେ ।
ଦିଶୁମ୍‍ ହଳକ୍‍ ନିର୍‍ ୟେନେ ।


logo