logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତାଉଆ
ଲାପେଟା
ତାଉଆରେ ପିଠା କରାଯାଏ ।
ଲାପେଟାରେ ଲାଡ୍‍ ବାଇୱା ।

ତାଟିଆ
ଗିନେ
ତାଟିଆରେ ତରକାରି ରଖାଯାଏ ।
ଗିନେରେ ଉତୁ ରିକେୱ।

ତାଟି
ଟାଟି/ସିଲ୍‍ପିଙ୍‍
ଘରେ ତାଟି ଲଗାଇବା ।
ଅହାଃରେ ସିଲପିଙ୍‍ ହାଣ୍ଡେଡ୍‍ ତାଃଆ ।

ତଉଲିଆ
ତଅଲିୟା/ତୁଲିଃଏ/କାର୍ସିଲିଜାଃ
ତଉଲିଆ ପିନ୍ଧିବ ।
ତୁଲିଃଏ ଲିଜେଃ ବୁ ତଲେୟା ।

ତେଣ୍ଡା
ଦାଃ ଡ଼ିଙ୍କୁଲ୍‍
ତେଣ୍ଡାରେ ପାଣି ଉଠାଯାଏ ।
ଦାଃ ଡ଼ଙ୍କୁଲ୍ଲତେ ଦାଃ ରାକାବା ।

ତରକାରୀ
ଉତୁ
ମାଂସ ତରକାରୀ ।
ଜିଲୁ ଉତୁ ।

ତାଳଗୁଡ଼
ତା-ଆଳଗୁଉଳୁ
ତାଳଗୁଡ଼ରେ ପିଠା ତିଆରି କରାଯାଏ ।
ତା-ଆଳ ଗୁଉଳୁତେ ଲାଡ଼ବୁ ବାଇୟେ ।

ତୋରାଣି
ମାଣ୍ଡିଦାଃ/ଦୁଣ୍ଡୁଃଦାଃ
ଭାତର ତୋରାଣି ହୁଏ ।
ମାଣ୍ଡିଏତେ ଦୁଣ୍ଡଃଦାଃ ହବାୱା ।

ତରଭୁଜ
ତାର୍‍ବୁଜୁ
ଖରାଦିନେ ତରଭୁଜ ଖାଇବା ।
ଜେଟେସିଙ୍ଗି ତାରବୁଜୁ ବୁ ଜମେଆ ।

ତେନ୍ତୁଳି
ଜଜ
ତେନ୍ତୁଳି କଟା ।
ଜଜ ମରଃଏ ।


logo