logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଝୁଡି
କାଚିଂ/ପାଚିଆଃ
ବାଉଁଶରୁ ଝୁଡି ତିଆରି ହୁଏ ।
ମାଡ଼ଏତେ ପାଚିଆଃ ବାଇୱା ।

ଝିଟିପିଟି
ହରଚଏ
ଝିଟିପିଟି କାନ୍ଥରେ ରହେ ।
ହରଚଚଃଏ, ଗିନିଲ୍‌ରେଃ ତାଇନେ ।

ଝରଣା
ଜରନ୍‍
ଝରଣା ବୋହି ଯାଉଛି ।
ଜରନ୍‍ ହାଳି ତାନା ।

ଟେରା
କାଁସେଡ଼
ଟେରା ଆଖି ।
କାଁସେଡ଼ ମେଡ଼ ।

ଟେବୁଲ୍‍
ଟୁଙ୍ଗିପାଟା
ଟେବୁଲ୍‍ ନେଇଆସ ।
ଟୁଙ୍ଗିପାଟା ଆଗୁଇପେ ।

ଟୋକେଇ
ଟୁକିଂ
ଟୋକେଇ ଆଣ ।
ଟୁକିଂ ଆଗୁଇମେ ।

ଟଗର
ତଆବାଆ
ଟଗର ଫୁଲ ନାହିଁ ।
ତଆବାଆ ବନଃଆ ।

ଟୋପି
ଟୁପି/ଦାପାଲ୍‍
ଟୋପି ପିନ୍ଧ ।
ବଅଃ ଦାପାଲ୍‌ତେ ଦାପାଲେନ୍‌ମେ।

ଟିଆ
ମିରୁ/ଦଃଏଅଏ
ଟିଆ ଉଡିଯାଉଛି ।
ଦଏଃ ଅୟ ଆପିରେନ୍‍ ତାନା ।

ଟିଙ୍କ
ତିକି
ଟିଙ୍କ ଲାଗିଛି ।
ତିକି ଜୁମାଂଙ୍ଗା କାନା ।


logo