logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଜବାବ୍‍
ହାନାଲ
କଥାରେ ଜବାବ୍‍ ଦେଲା ।
କାଜିରେ ହାନାଲ୍‍ ଏମ୍‍କିଡା ।

ଜମା
ହୁଣ୍ଡି
ଜମା କର ।
ହୁଣ୍ଡି ତାଆମେ ।

ଝାଳ
ବାଲ୍‍ବାଲ୍‍ଦାଃ
ଖରାରେ କାମକଲେ ଝାଳ ବାହାରେ ।
ଜେଟେରେ ପାଇଟିରେ ବାଲ୍‍ବାଲ୍‍ଦାଃ ଅଅଲା ।

ଝୁଡଙ୍ଗ
ନାଇଁରାମ୍ମାଆ/ନାଙ୍ଗାଲି ରାମ୍ବାଃଆ
ଝୁଡଙ୍ଗକୁ ତରକାରି କରିଖାଆନ୍ତି ।
ନାଙ୍ଗାଲି ରାମ୍ବାଃଆ ଉତୁକେତେକ ଜମେଆ ।

ଝାଲରି
ଜାର୍‍ଜାଲି
ଝାଲରି ଦେଇ ପିମ୍ପୁଡି ଗଲା ।
ଜାରଜାଲି ହରାତେ ମୁଇଃ ସେନଃୟାନା ।

ଝଡିପୋକ
ଟୁପୁଙ୍‍
ଝଡିପୋକ ମଲା ।
ଟୁପୁଙ୍ ଗଏଃ ଜାନା ।

ଝିଙ୍କାରୀ
ସେରେଂଞ୍ଜ/ରେଁରେଁ
ଝିଙ୍କାରୀ ଶବ୍ଦ କରୁଛି ।
ରେଁରେଁ ଶାଳି'ତାନା ।

ଝିଅ
କୁଇହନ
ଝିଅମାନେ କୋମଳମତୀ ।
କୁଇହନକ ଲାବାର୍‍ ହମଣ ତେକୱା ।

ଝିଣ୍ଟିକା
ସମ୍‍ସର୍‍ /ବାଟା
ଝିଣ୍ଟିକା ଡେଇଁ ଡେଇଁ ଖେଳୁଛି ।
ବାଟା ଉଇଃ ଉଇଃ ତେ ଇନୁଂ ତେନେ ।

ଝାଟିମାଟି
ହାସାକାଁତ
ଝାଟିମାଟିର ଘର ।
ହାସା କାଁତ ଅଳାଃ ।


logo