logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଜଟା
ଜାଟାଂ/ଜଟ
ଜଟା ମୁଣ୍ଡରେ ପାନିଆଁ ଚାଲେ ନାହିଁ ।
ଜଟ ବଅଃ କା ନାକିଃୟଃଅ ।

ଜାଲ
ଜାଲମ
ଜାଲରେ ମାଛ ଧରାଯାଏ ।
ଜାଲମତେ ହାଇକକ ସାବ୍‍ କୱା ।

ଜାମୁ
କୁଦା
ଜୁନ ମାସରେ ଜାମୁ ପାଚେ ।
ଆଚାଳା ଚାଣ୍ଡୁଃଉରେ କୁଦେମାତାୱ ।

ଜିଆ
ଲେଣ୍ଡାଡ୍‍
ଜିଆ ଖତ ଚାଷ ପାଈଁ ଭଲ ।
ଲେଣ୍ଡାଡ୍‍ ଇଃଇ ଚାଆସ ଲାଗିଡ଼ ଏସୁ ବୁଗିନା ।

ଜୋକ
ହାପାଡ଼
ଜୋକ ପାଣିରେ ରହେ ।
ହାପାଡ଼୍‌ଦ ଦାଃରେ ତାଇନେ ।

ଜଳହସ୍ତୀ
ଦାଃହାତି
ଜଳହସ୍ତୀ ଦେଖିବାକୁ ଭୟଙ୍କର ।
ଦାଃହାତି ବରଗେଃ ନେଲଃଆ ।

ଜାଆଁଳ
ହାଇହନ୍‍କ/ହାକୁ ହନ୍‍ କୋ
ଜାଆଁଳ ମାଛ ଗୁଡିକ ପୋଖରୀ ପାଣିରେ ରଖାଯାଏ ।
ହାଇହନ୍‌କୋ ବାନ୍ଦାଦାଃ ରେକ ଆସୁଲ୍‍ କୱା ।

ଜଳ
ଦାଃ/ପୟଂ
ଜଳ ହିଁ ଜୀବନ ।
ଦାଃ/ପୟଂ ଗେ ଜୀବନ ।

ଜଳସ୍ରୋତ
ହାଳିଦାଃ
ଜଳସ୍ରୋତ ଉଚ୍ଚରୁ ନିମ୍ନକୁ ବହିଥାଏ ।
ହାଳିଦାଃ ଡିପେଏତେ ଲାତାରତେ ହାଳିନେ ।

ଜଳପ୍ରପାତ
ଦୁର୍‍ଦୁର୍‍/ହଦହଦି
ଜଳପ୍ରପାତ ନାହିଁ ।
ଦୁର୍‍ଦୁର୍‍ ବାନଃଆ ।


logo