logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଗୋବର ପୋକ
ଗୁରିଃ ଚିଦୁ
ଗୋବର ପୋକ ଗଡି ବୁଲୁଛି ।
ଗୁରିଃ ଚିଦୁ ବାଟି ବାଆନ୍‍ ତାନା ।

ଗାଲିସି
ହାରାଁଅୟାଡ୍‍
ମାଛ ଗାଲିସି ପକାଇଦିଅ ।
ହାକୁ /ହାଇ ହାରାଁୟାଡ ଏଳାଃତାଆମ୍‍ ।

ଗେଣ୍ଡା
ଗେଣ୍ଡା
ଗେଣ୍ଡା ପାଣିରେ ଅଛି ।
ଗେଣ୍ଡା ଦାଆଃରେ ମିନାଇ ୟେ ।

ଗୋଳା
ଗୁଇ
ମାଟି ଗୋଲା ତିଆରି କରି ଖେଳିବା ।
ହାସା ଗୁଇ ବାଇ କୋତେ'ବୁ ଇନୁଙାବୁ ।

ଗଦା
ମାର୍‍ତୁଲ
ଗଦାରେ ପିଟିବା ।
ମାର୍‍ତୁଲତେ ତାମ୍‍କିଃଏ ।

ଗୋଲାମ୍‍
ହବରି
ତାଙ୍କର କଥା ମାଳି ଗୋଲାମ୍‍ ହୋଈ ରହିଛନ୍ତି ।
ଆକିନାଃ କାଜି ହବର୍‍ କାତେ ମିନାଃ କିନା ।

ଗୁମ୍ଫା
ଗଙ୍ଗରଃ
ଗୁମ୍ଫାରେ ଭାଲୁ ନାହିଁ ।
ଗଙ୍ଗରଃରେ(ବାଲୁ) ଦାନ୍‌ଗୀ ବାଙ୍ଗାଇଃୟେ ।

ଗ୍ରାମ
ହାତୁ/ସାଇ
ଗ୍ରାମରେ ଲୋକ ଅଛନ୍ତି ।
ହାତୁରେ ହୋଳ କ ମିନାଃ କୱା ।

ଗଳି
କଚା
ଗଳି ରାସ୍ତାରେ ଯାଅ ।
କଚା ହରାତେ ସେନଃ ମେ ।

ଗ୍ରହଣ
ଗାର‍ନା/ଗାରୁଇଃ
ଚନ୍ଦ୍ର ଗ୍ରହଣ ହୁଏ ।
ଚାଣ୍ଡୁଃ ଗାର୍‍ନାୱ ଆଃ ।


logo