logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଗୋଇଁଠି
ଇଣ୍ଡିକେ
ଗୋଇଁଠିରେ କଣ୍ଟା ପଶିଲା ।
ଇଣ୍ଡିକେ ରେଞ୍ଜଜା ନୁମେୟାନା ।

ଗେଡା
ବାଳାମ୍‍/ତୁମ୍ବୁରୁବ
ଗେଡାଲୋକ ।
ବାଳାମ୍‍/ତୁମ୍ବୁରୁବ୍‍ ହୋ ।

ଗଳଗଣ୍ଡି
ଗଳଗଣ୍ଡି
ଗଳଗଣ୍ଡିଆ ହୋଇଛି ।
ଲେ, ଏକାନିଃ ଲେକତାନା ।

ଗୁରୁ
ଗୁରୁ
ଗୁରୁ ଆସୁଛନ୍ତି ।
ଗୁରୁ କିଂ ହୁଜୁଃ ତେନେ ।

ଗାୟକ
ଦୁରୁୱା,ଦୁରେଂନିଃ
ଗାୟକ ଗାଉଛନ୍ତି ।
ଦୁରେନିଃ/ଦୁରୁୱା ଦୁରେଂତେନେ ।

ଗଉଡ଼
ଗାଉ
ଗଉଡୁଣୀ କ୍ଷୀର ଦୁହୁଁଛନ୍ତି ।
ଗାଉଏରା ତୱାଃ ତାଉଇଃତେନେ ।

ଗଣିତଜ୍ଞ
ଗାଗାଣିଃ
ଗଣିତଜ୍ଞ ଆସୁନାହାନ୍ତି ।
ଗାଗାଣିଃ ତିକିଂ ହୁଜୁଃତାନା ।

ଗୁଡ଼ିଆ
ମିଟାଇବା ଇନିଃ
ଗୁଡ଼ିଆ ମିଠାଇ ଆଣିଛି ।
ମିଟାଇବାଇନିଃ ,ମିଟେଇ ଆଗୁତାଡା ।

ଗରା
ଗାଗାରା
ଗରାରେ ପାଣି ନାହିଁ ।
ଗାଗାରାରେ ଦାଆଃ ବାନଃଆ ।

ଗିଲାସ
ଚଙ୍ଗା
ଗିଲାସ ନେଇଆସ ।
ଚଙ୍ଗା ଆଗୁଇମେ ।


logo