logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଖତେଇ
ଏତଲ
ମୋତେ ଦେଖି ଖତେଇ ହେଉଛି ।
ଆଞ୍ଜ ନେଲ୍‍ କାତେ ,ଏତଲିଞ୍ଜ ତାନା ।

ଖୁଣିବା
ଉଲତାଃଆ/ଉକୁତା
ଦେଖ କେମିତି ସେ ଖୁଣୁଛି ।
ନେଲି, ଇ ମେ, ହାନିଃ ଉକୁଇ ତେନେ ।

ଖେଞ୍ଚିବା
ହଟର୍‍/ତୁଣ୍ଡରେ/ହଳର୍‍/ଗୁତୁ/ଟଉଞ୍ଜ
ତାକୁ ଖେଞ୍ଚ ନାହିଁ ।
ଆ ଏକେ ଆଲମ୍‍ ହଟରି' ଇୟେ ।

ଖୋଳିବା
ଉରନାମ୍‍
ଆଳୁ ଖୋଳିବା ।
ସାଙ୍ଗାବୁ ଉର୍‍ନାମେୟା ।

ଖୋଲିବା
ନିଃଇଁ
କବାଟ ଖୋଲ ।
ସିଲ୍‍ ପିଙ ନିଃଇଁ ମେ ।

ଖୋଷିବା
ହରସଡ୍‍/ରେବେଡ଼
ତାକୁ ଚାଳରେ ଖୋଷି ଦିଅ ।
ଏନାକେ ବୁସୁଃରେ/ଚାନ୍ଦା ଇରେ ହର୍‍ସଡ଼ ତାଆମେ ।

ଗାଲ
ଜୱା
ଗାଲରେ କଳା ହୋଇଛି ।
ଜୱାରେ ହେନ୍ଦେୟା କାନା ।

ଗଳା
ଉଡ୍‍ଟୱାଃ
ଗଳା ବିନ୍ଧୁଛି ।
ଉଡ୍‍ଟୁୱାଃ ହାସୁତାନା ।

ଗଣ୍ଠି
ଉଟି
ଗଣ୍ଠିରେ ପିଟି ହେଲା ।
ଉଟିରେ ତା'ମ୍‍ ଜାନା ।

ଗୋଡ
କାଟା
ଗୋଡ ନାହିଁ ।
କାଟା ବାନଃଆ ।


logo