logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଦର୍ଯ୍ୟ ପାଗ
ଏଡ଼କାନ୍‌ଦାଃ
ଆଜି କଦର୍ଯ୍ୟ ପାଗ କରିଛି ।
ତିସିଙ୍ଗା ଦାଃ ଗାମା ଏଡ଼କାଃ ।

କଅଁଳ କଥା
ଲେଏମ କାଜି/ଲାଆର କାଜି
ମାଆ କଅଁଳିଆ କଥା କହୁଛନ୍ତି ।
ଏୟାଂ ଲେଏମ୍‍/ଲାଆର୍‍ କାଜିଃ କାଜିଇତାନା ।

ଖୋସା
ରେବେଡ଼
କାନରେ ଫୁଲ ଖୋସି ଅଛି ।
ଲୁତୁରରେ ବାଆ ଏଃ ରେବେଡ ତାଡା ।

ଖପୁରୀ
ଟାଙ୍ଗୁରୁଜାଂ
ମୁଣ୍ଡରୁ ଖପୁରୀ ହାଡ ବାହାରେ ।
ବହଃ ଅୟତେ ଟାଙ୍ଗୁରୁଜା ଅଲ୍ଲଆଃ ।

ଖୁଡି
ଗାଉଞ୍ଜ/କାକି
ଖୁଡି ଡାକୁଛନ୍ତି ।
ଗାଉଞ୍ଜ/କାକି କିଆତାନା ।

ଖୁଡୁତାଶୁର
କାକାହୟାଁର
ଖୁଡୁତାଶୁର ଆସିଛନ୍ତି ।
କାକା ହୟାଁର୍‍ ତେକିଂ ହୁଜୁଃ କାନା ।

ଖଳା
କଲମ
ଖଳାରେ ଧାନ ରଖାଯାଏ ।
କଲମରେ ବାବାକ ଏମେୟା ।

ଖୁମ୍ବ
କୁଣ୍ଟୁ
ଖୁଣ୍ଟ ବିନା ଘର ହୋଇପାରେନା ।
କୁଣ୍ଟୁକାରେ ଅୱାଃ କା ବାଇୱା ।

ଖୁଣ୍ଟି
ଖୁନଟା/କୁଣ୍ଟୁ
ବାଡ ଛିଡା କରିବା ଖୁଣ୍ଟି ଦରକାର ହୋଇଥାଏ ।
ବାକାଇ ତିଙ୍ଗୁ ଲାଗିଡ କୁଣ୍ଟୁ ଗରଜ ମିନାଃ ।

ଖିଲ
କିଲେ/ବଏରା
ଲଙ୍ଗଳରେ ଖିଲ ମାରିବା ।
ନାଆଇଲ୍‌ରେ କିଲେ କିଲୁମାକାନା ।


logo