logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଖୁରା
ହାଁ
ଗାଈର ଖୁରାରେ ଘା ହୋଇଛି ।
ଗୁଣ୍ଡି ହାଁ ରେଃ ଗାୱାଃ କାନା ।

ଖଣ୍ଡ
ଡୁମେଂ/କେଚାଃ/ପାଳାଃ/ହିତେଡ଼
ମାଟି ଖଣ୍ଡ ନେଇ ଆସ ।
ହାସା ଡୁମେଂ ଆଗୁଇମେ ।

ଖତିଆନ୍‍
ଟିକଟ ସାକାମ
ଖତିଆନ୍‍ ଚିରିଯାଇଛି ।
ଟିକସ ସାକାମ୍‍ ଚା ଚା ଆଃଆ କାନା ।

ଖସଡା
ଡିଜିଲେଡ
ରାସ୍ତା ବହୁତ ଖସଡା ହୋଇଛି ।
ହରା ଏସୁ ପୁରେଃ ଜିଜିଲେଡ ଗେୟା ।

ଖରିଦ୍‍ ମୁଲ୍ୟ
କିରିଂଗନଂ/ଦ'ର
ବହିର ଖରିଦ ମୂଲ୍ୟ ବହୁତ ବେଶୀ ।
ପୁତିରେୟାଃ କିରିଂ ଗନଂ ଏସୁ ପୁରେଃ ।

ଖରିଦ୍‍
କିରିଂ
ଖରିଦ୍‍ କରି ଆଣ ।
କିରିଂ ଆଗୁଇମ୍‍ ।

ଖାଇବା ଘର
ଜଅମ୍‍ ଅୱାଃ
ଖାଈବା ଘରକୁ ଆସ ।
ଜଅମ୍‍ ଅୱାଃତେ ହୁଜୁଃମେ ।

ଖଲାସି
ଜଃ ଇଳାଃନିଃ/ଦେଏଙ୍ଗାନିଃ
ଖଲାସି ଜିନିଷ ବାହାରେ କଲା ।
ଦେଏଙ୍ଗା ନିଃ ଗିନିଷ କଏଃ ଅଲ୍ଲ କେଡ଼ା ।

ଖଣି
କାଦାନ
ଖଣିରେ କାମ କରୁଛନ୍ତି ।
କାଦାନ୍‌ରେ ପାଇଟି ତାନାକ ।

ଖେଳ
ଇନୁଂ/ଉନୁଂ
ଆସ ଖେଳିବା ।
ଇନୁଂନିଃ ଇନୁଂ ତାନା ।


logo