logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଣ୍ଟିବଗ
ପିସ୍‍କା କଃଅ/ବିଲେଇ କଃଅ
କଣ୍ଟିବଗ ମାଛ ଜଗିଛି ।
ପିସ୍କା କଃଅ, ହାକୁଃ ଲଳ ତାନା ।

କାଠ ହଣା
ଏ ରେଅୟେ
ଶୁଖିଆ ଗଛରେ କାଠହଣା ଚଢେଈ ବସିଛି ।
ରଅ ଦାରୁରେଏ ରେ ଅୟ ଦୁବେ କେନେ ।

କୁକୁଡା
ସିମ୍‍
କୁକୁଡା ଅଗଣାରେ ଚରୁ ଅଛି ।
ସିମ୍‍ ରାଚାରେ ଆତିଂ ତେନେ ।

କିହୋ
ଆତେ
କିହୋ କଥା ଶୁଣୁନ ଯେ ।
ଆତେୟା... କାଜି କାମ ଆୟୁମେ ତାନା ଦା... ।

କଡାକଡି
କାଳାଙ୍କଶ
କଡାକଡି ନିୟମ ହେଊ ।
କଳାଙ୍କାଶ ନିୟମ ହବାୱଃମା ।

କପଟ
ଲାବାଃ(ମେଃଦାଃ)
କପଟ ଅଶ୍ରୁ ଦେଖାଉ ଅଛି ।
ଲାବାଃ ମେଡ୍‍ଦାଃ ଜରୱାଇ ତେନେ ।

କଞ୍ଚା
ବେରେଲ ତଆ
କଞ୍ଚା ଦୁଧରେ ପାଣି ମିଶିଛି ।
ବେରେଲ ତୱା ରେକ ଦାଃ ତାଡା ।

କୋମଳ ହୃଦୟ
ଲେମେଂ ଜୀଇ/ଲେ ଏମ୍‍ଜୀଇ
କୋମଳ ହୃଦୟୀ ମାଆ ।
ଲେମେଂ/ଲେଏମ୍‍ ଜୀଇ ଏଙ୍ଗା/ଏୟାଂ ।

କୁତ୍ସିତ(କର୍ମ)
ଏଡ଼କାନ୍ ପାଇଟି
କୁତ୍ସିତ କର୍ମ କରନ୍ତୁ ନାହିଁ ।
ଏଡ଼କାନ୍ ପାଇଟି କାବୁ ଏଃ ।

କୁତ୍ସିତ(ବ୍ୟବହାର)
ଏଡ୍‍କାନ୍‍ ପାଇଟି
ଭଦ୍ର ବ୍ୟକ୍ତିଙ୍କୁ କୁତ୍ସିତ ବ୍ୟବହାର କରିବାନାହିଁ ।
ସେୟାଁନା ହୋକଂ ଏଡ଼କା କାବୁରିକେଏ କଆ ।


logo