logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଅନ୍ଧକାର
ଇକାଡ଼
ଅମାବାସ୍ୟାଦିନ ବହୁତ ଅନ୍ଧକାର ହୁଏ
ଆମାସକିନେ ଗାଟ୍ଟେଇକାଡ଼୍‌ଆ'ତା

ଅନ୍ଧ
ଗୁଡ଼ଡ଼ୀ
ଅନ୍ଧଟି ରେଳ ଦୁର୍ଘଟଣାରେ ମଲା
ଗୁଡ଼ଡ଼ୀ ରେଲ୍‌ଗାଣ୍ଡେ ତା ଡୋଲ୍‌ତ୍‌ଥୋଣ୍ଡ

ଅନ୍ୟ
ୱେରି

ଅନ୍ୟାୟ
ଅନ୍ୟାୟ

ଅନ୍ୟକୁ
ୱେରିତଣ୍ଡ

ଅପମାନ ଦେବା
ପାରତି ସାନାଦ୍ / ସିପ୍‌ଡ଼ିପ୍‌ନାଦ

ଅପରିଷ୍କାର
ଲାଡ୍ଡାଲ୍
ଆମେ ଅପରିଷ୍କାର କରିବା ନାହିଁ
ମାନାଡ଼ ଲାଡ୍ଡଲ୍‌ମାନ୍ ୱାଡ଼୍

ଅପରିଚିତ
ପୁନ୍‌ୱା

ଅପରାଧ
ଅପରାଦ୍ / ତାପ୍

ଅପମାନ ଦେବା
ଶିଗ୍ରତୀସାନାଦ୍
ସେ ଅପମାନ କଲା
ଓଣ୍ଡ ସିଗ୍‌ତୀସ୍‌ଥୋଣ୍ଡ


logo