logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଅସମାନ
ସାମାଙ୍ଗଇଲ୍ଲେ
ପାଞ୍ଚଟି ଆଙ୍ଗୁଠି ଅସମାନ
ଆୟଦ୍ ୱାଡ଼ିଞ୍ଜକ ସାମାଙ୍ଗଇଲ୍ଲେ

ଅସ୍ୱୀକାର କରିବା
କେଞ୍ଜୱାଦ୍
ମୁଁ ତୋ କଥାକୁ ଅସ୍ୱୀକାର କଲିନାହିଁ
ନାନ୍ ନିୟା ଗୋଟ୍‌ତିଙ୍କ କେ'ଞ୍ଜୋନ୍

ଅସ୍ତ୍ରଶସ୍ତ୍ର
ୱିଲ୍‌କ୍ / କାଡ଼ି

ଅସ୍ଥି
ଭୂଲା

ଅକ୍ଷର
ପୋଟ୍‌କ୍
ବଡ଼ ବଡ଼ ଅକ୍ଷର ଲେଖ
ବେରୟା ବେରୟା ପୋଟ୍‌କ୍ ରାସାଟ

ଅକ୍ଷୟତୃତୀୟା
ଅକ୍ଷୟତ୍ରତୀୟା

ଆଈ
କାକୋ

ଆଇନା
ଆଦ୍‌ଧାମ୍

ଆଇନ୍
ନିୟମ

ଆଉ ଟିକିଏ ପାଟି କରି କହ
ମେଣ୍ଡକେନ୍ ଉରଗିନ୍‌କେଲା


logo