logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଓକିଲାତି କରିବା
ଓକିଲ କିୟାନାଦ୍

ଓଜନଦାର
ପୁଚଢାବାର୍‌ୱ

ଓଜନ କରିବା
କୋଲ୍‌ସା ନାଦ୍
ମାଛ ଗୁଡ଼ିକ ଓଜନ କର
କୀକେ ନିଙ୍କ୍ କୋଲସାଟ୍

ଓଜନ
ପୂଃତ୍‌ଥା

ଓଠ
ସୋଣ୍ଡେମ୍
ମୋର ଓଠ ଲାଲ୍
ନାୟାଦ୍ ସୋଣ୍ଡେମ୍ ଏର୍‌ରାଙ୍କ

ଓଢଣାଦେବା
ମୁସ୍କାୱାଟାନାଦ୍
ନୂଆବୋହୂମାନେ ଓଢଣା ଦିଅନ୍ତି
କୋଢତା କୋ କାଡ଼ି ମୁସ୍କାୱାଟିତା

ଓଢଣା
ମୁସ୍କା / କୋକାଡ଼୍

ଓଦାକରିବା
ତୁଙ୍ଗାନାଦ୍ ନାହିଁତାନାଦ୍
ଇଟାଟିକୁ ଓଦାକର
ଇଟ୍‌କି ଗାଡ଼ବା ପିଙ୍କ ନାହାଁମୁଟ୍

ଓଲଟି ପଡିବା
ପାଲୱେଡଙ୍ଗାନାଦ୍
ସେ ପେଲି ଦେବାରୁ ଓଲଟି ପଡ଼ିଲି
ଉଣ୍ଡ ତୁର୍‌ସିତ୍ ତାଙ୍କ୍ ପାଲୱେଡ଼୍‌ଙ୍ଗି ରା'ଲତ୍‌ଥାନ୍

ଓସାର
ୱେଲ୍‌ପ୍ / ପାଲ୍


logo