logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ତଡ଼ିବା
ତୋଲ୍‌ନାଦ୍ / ପୂଡନାଦ୍
କୁକୁଡ଼ାଟିକୁ ତଡ଼ି ଦିଅ
କୋରଦିଙ୍କ ତୋଲାଟି

ତରଙ୍ଗ
ତୋଲୁକୁମ୍

ତଳେ
ନେ'ଲ

ତମ୍ବା
ତାମା

ତକିଆ
ତାଲପା

ତପସ୍ୟା
ମୃଙ୍ଗନାଦ୍

ତଳମହଲା
ଆଡ଼ଗେଟ ମେଡ଼ା

ତତାଇବା
କା'ପାନାଦ୍
ତେଲକୁ ଗରମ କର
ନିୟ୍‌ଦିଙ୍କ କା'ପିଚି

ତଉଲିଆରେ ହାତ ପୋଛ
ଗାଣ୍ଡୋଲତି / ତୁୱାଲ୍‌ତେକାୟ୍‌ ଉସ୍‌ପା (ଉମ୍‌ସା)

ତଳଓଠ
ଆଡ଼ଗେଟ୍ ସୋଣ୍ଡୀ


logo