logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

କଇଁଫୁଲ
ଏର୍‌ଦୁଲ୍‌ପା ପୁଙ୍ଗାର

କଇଁଚି
କାତ୍‌ତୀର୍
କଇଁଚିରେ ବାଳ କଟାଯାଏ
କାତ୍‌ତୀର୍ ତେ କେଲ୍‌କ୍ କୋଇଦାନାଦ୍

କୋଇଲା
ଇର୍‌କୀ

କୋଇଲିର ରାବ / ଗୀତ ଶୁଣ
କୁମ୍‌ମା ଗୋରେଟ୍ ଲେଙ୍ଗ୍ କେଞ୍ଜାଟ୍

କାଉ
କା'କାଡ୍ / କା'କାର
କାଉଟି ରାବୁଛି
କା'କାଡ୍ କେୟୋମିନ୍ତେ

କେଉଁଠି
କିକେନର

କିଏ ଦୁଆରଟି ମେଲାକରି ଚାଲିଗଲା
ବେନୋଣ୍ଡ ମାର୍ ତେରସ୍ ଆତ୍‌ଥୋଣ୍ଡ୍

କୁକୁର ଘର ଜଗେ
ନେଇ ଲୋନ୍‌କେ'ପିଥ୍

କୁକୁଡ଼ା
କୋର
କୁକୁଡ଼ା ଡାକୁଛି
କୋର୍ କୂସୋମିନ୍ଦେ

କୁକୁଡ଼ା ମାଂସ
କୋର୍‌ଆୱଙ୍ଗ୍


logo