logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ପଣତକାନି
ପାଇସିଲି / କଙ୍ଗ୍

ପଣସ
ପାଞ୍ଚେ
ପଣସ ଫଳ କଣ୍ଟା କଣ୍ଟା ରହେ
ପାଞ୍ଚା କାୟା କୋୟେ କୋୟେ ମାନ୍ତା

ପରଦା
ଗୁମାବାର୍‌କା

ପବିତ୍ର କରିବା
ଜାତ୍ ଇଦାନାଦ୍
ମନ୍ଦିର ଭିତରକୁ ପବିତ୍ର ହୋଇଯିବା
ଜାତି ଏର୍‌ ଇସ୍ ଗୁଡ଼ିୟାଦା ଲୋପି ଆନ୍ଧିକା

ପବନ ବହିବା
ଗା'ଲ୍ ୱାଦାନାଦ୍
ପବନ ବଢିଆ ବହୁଅଛି
ଗାଲ୍ ସାୟା ତୋ'ଲୋ ମିନ୍ଦି

ପଗଡ଼ି
ତାଲ୍ଲାଗୁଡ଼ା
ପଗଡ଼ି ପିନ୍ଧ
ତାଲ୍ଲା ଗୁଡ଼ଡ଼ା ଉତ୍ତା

ପକ୍ଷୀ
ପୀଟ୍ଟେ
ପକ୍ଷୀମାନେ ଉଡ଼ି ଯାଉଛନ୍ତି
ପିଟ୍ଟେ ପା'ରସ୍ ମିରୋମିନ୍ଦେ

ପହଁଞ୍ଚିବା
ଏୱଦାନାଦ୍
ସମସ୍ତେ ପହଁଞ୍ଚିବା
ସାରରି ତୋର ଏୱାଦାନାଦ୍

ପହଁରିବା
ଈନ୍ତା ଆଦାନାଦ୍
ପୋଖରୀରେ ପହଁରିବା
ଏର୍‌ୱିନା ଈନ୍ତା କୋଡ଼୍‌ସିକି କାଡ଼୍

ପଶିବା
ଲୋପେ ନେହେଁଗାନାଦ୍
ସମସ୍ତେ ଭିତରକୁ ପଶିଯାଅ
ସାରରି ତୋର୍ ଲୋପେ ନେହେଁଗାଟ୍


logo