logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଗରିବ ଉପରେ ଦୟାକର
ଗାରିବ୍‌ନ୍ନିଙ୍କ ପିରେମ୍ ତୁଙ୍ଗାଟ୍

ଗରିବ
ଗାରିବ୍‌

ଗଞ୍ଜି
ଜାବାଲ କୁସାମ୍ / ଜାବାଲ୍ ସକ୍‌କା

ଗୂଆ
ସୁପାର୍‌ଗିଞ୍ଜା

ଗାଈ ବାଛୁରୀ ଆଣ
ଗୋଡ଼କୁ ପେୟୟା ତାର୍ରାଟ୍ / ତାର୍ରାଟ୍

ଗାଈର ଦୁଧପିଅ
ଗୋଡ଼ଡ଼ୀନ୍ ପା'ଲ ଉନ୍‌ନୂଟ୍

ଗଇନ୍ତି
ପିକ୍‌କୋସ୍
ଗଇନ୍ତିରେ ଗାତ ଖୋଳିବା
ପିକ୍‌କୋସ୍‌ତି ଗୁଇନ୍ଦା / ଓର୍‌ରି ଡେୱାନାଦ୍

ଗୋଇଠା ମାରିବା
ତାନ୍ଧାନାଦ୍
ଗାଇ ମୋତେ ଗୋଇଠା ମାରିଲା
ଗୋଡ଼ ନାକିଙ୍ଗ୍ ତାନ୍ଦିଇତ୍‍ଥା

ଗୋଇନ୍ଦା
ଆର୍‌ଦେ ୱାଦାନ୍‌ଡଙ୍ଗା

ଗାଇବା
ପା'ର୍‌ନାଦ୍
ଗୀତ ଗାଅ
ପାଟା ପା'ରା


logo