logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଥଣ୍ଟ
ମୁଲ୍ଲର / ମୁସ୍କୀଡ୍
ଶୁଆର ଥଣ୍ଟ ଭାରି ସୁନ୍ଦର
କେରୟାଡ଼ତା ମୁସ୍କିଡ଼ ଗାଟ୍ଟିସାୟ

ଥଣ୍ଡା
କିର୍‌ଙ୍ଗଥା
ଖରାଦିନରେ ଥଣ୍ଡା ପିଇବାକୁ ଭଲଲାଗେ
ସାଲକାଲାମ୍ କିର୍‌ଙ୍ଗଥାନାଦ୍ ଉଣ୍ଡା ନୋଙ୍କ୍ ଗାଟ୍ଟିସାୟା

ଥଟ୍ଟା କରିବା
ମା'ରାନାଦ୍
ପଦିଆକୁ ସମସ୍ତେ ଥଟ୍ଟା କରନ୍ତି
ପଦିଆଙ୍କ ସାର୍‌ରି ତୋର ମା'ରିତୋର

ଥକ୍କା ମାରିବା
ଆଇୱାନାଦ୍
କାମ କରି କରି ଥକ୍‌କା କାରୁଛି
ପାଡ଼ିୟ୍‌ତୁଙ୍ଗି ତୁଙ୍ଗି ଆଇତ୍‌ଥାନ୍

ଥାଳି
ଘିନ୍ନେ

ଥାପୁଡ଼େଇବା
ଫେ'ଞ୍ଚାନାଦ୍
ମୁଁ ପିଲାଟିକୁ ଥାପୁଡ଼େଇଛି
ନାନ୍ନା ପିଲ୍ଲାତଙ୍କ୍ ଫେ'ଞ୍ଚଥାନ୍

ଥକିବା
ଅମୱାନାଦ

ଥରିବା
ୱାଡ଼୍‌କାନାଦ୍
ମୁଁ ଥଣ୍ଡାରେ ଥରୁଛି
ନାନ୍ନା ସାଲଦି ୱା'ଡ଼୍ କୋମିଦେନ୍


logo