logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଫଳରେ ହାତ ମାର ନାହିଁ
କାୟାଙ୍କ୍ କାଇଁରେ ମାଟ୍

ଫଳଟି କାଟ
କାୟା କଇଁମ

ଫଳାଫଳ
ସାର୍‌ରି କାଲ୍‌ପି

ଫଟାଇବା
ଓତାନାଦ୍
ମୁଁ ନଡ଼ିଆଟି ଫଟାଇଲି
ନାନ ଗୋବେର୍ ଓତ୍‌ଥାନ୍

ଫିଟାଇବା
ଲେ'ତାନାଦ୍
ଦୌଡ଼ିଟିକୁ ଫିଟାଇଦିଅ
ନୋଡ଼େନିଙ୍କ୍ ଲେ'ସିମୂଟ୍

ଫେଣ୍ଟିବା
କାଲପାନାଦ୍
ଚୂନାଟିକୁ ଭଲ ଫେଣ୍ଟ
ପିଣ୍ଡତିଙ୍କ୍ ନେଲ୍ଲା କାଲ୍‌ପାଟ୍

ଫେରିବା
ମାଲଦାନାଦ୍
ମୁଁ କାଲି ଫେରିଲି
ନାନ୍ ନିନ୍ନି ମାଲ୍‌ତ୍‌ଥାନ୍

ଫୋଟକା
କୁରୁପୁମ୍ / ଗାଜ୍ଜି

ଫୁଟିବା
ପୋକ୍କାନାଦ୍
ବେଲୁନଟି ଫୁଟିଗଲା
ବେଲୁନ୍ ପୋକ୍କି ଆତ୍‌ଥା

ଫୁଙ୍କିବା
ଉଦାନାଦ୍
ଜୋର୍‌ରେ ଫୁଙ୍କିଦିଅ
ଗାଚ୍ଚେ ଉଦୀସମ୍


logo