logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ନରମ
ଗିଲ୍‌ଗିଲ୍ / ମେଥ୍‌ଥାଙ୍ଗ୍

ନକଲ କରିବା
ଉଡ଼ି ରାସାନାଦ
ପରୀକ୍ଷାରେ ନକଲ କରନାହିଁ
ପରୀକ୍ଷାନୀ ଉଡ଼ି ରା'ସାନାଦ୍ ଆୟୋ

ନମସ୍କାର କରିବା
ମୋଡ଼କାନାଦ୍
ଗୁରୁଜୀଙ୍କୁ ନମସ୍କାର କର
ଗୁରୁଜୀଙ୍କ ମୋଡ଼କାଟ

ନଷ୍ଟ କରିବା
ନାଷ୍ଟାମ୍ ତୁଙ୍ଗନାଦ୍
ମୂଲ୍ୟବାନ ସମୟଟିକୁ ନଷ୍ଟ କରନାହିଁ
ଧୋର କିଲୱା ୱେଲାତିଙ୍କ ନାଷ୍ଟମ୍ ତୁଙ୍ଗାମା

ନଇଁବା
ୱାଙ୍ଗନାଦ୍
ଗଛ ଗୁଡ଼ିକ ନଇଁଗଲେ
ମା'ରା ୱାଙ୍ଗି ଆତ୍‌'ଥା

ନର
ମାନେଇ / ନାରୁଣ୍ଡ

ନଣଦେଇ
ଏର୍‌ୱୁଣ୍ଡ

ନଖ
ଗୋକ୍ / ୱିଣ୍‌ସକ

ନର୍କ
ୱିସକିନାଦ୍ ପଡ଼ଇ

ନଡ଼ିଆ କୋରଣା
ଗୋବଉ କୁତ୍ସକାନାଦ୍


logo