logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଦର କମେଇବା
ମୋଲାତାକ୍କୱା ତୁଙ୍ଗାନାଦ

ଦମନ କରିବା
ନାଷ୍ଟାମ କୀଦାନାଦ୍
ହନୁମାନ ଲଙ୍କାକୁ ଦମନ କରିଦେଲା
ହନୁମାନ / ମୂଞ୍ଜ ଲଙ୍କାତିଙ୍କ୍ ନାଷ୍ଟାମ କୀଶିତ୍‌ଥା

ଦଳ
ମାନ୍ଧା

ଦରଜା / କବାଟ ଖୋଲ
ମାର୍ / ତାଲ୍‌ପତିସା / ମାର୍‌ତେରମ୍

ଦରଜୀ
ସିଲେକଟ୍ଟାନର

ଦଶହରା
ଦଶହରା ପାଣ୍ଡୁମ୍

ଦଉଡ଼ି
ନଡ଼େ

ଦଉଡ଼ିବା
ମିର୍ରାନାଦ୍
ଗୋଟିଏ କିଲୋମିଟର ଦୌଡ
ଅଣ୍ଡୟ / ଅରାଟ୍ କିଲୋମିଟର ମିର୍ରାଟ

ଦରକାର
କାୱାଲ୍
କୋୟା ସମାଜକୁ ଉନ୍ନତି କରିବା ଦରକାର
କୋୟା କୁଲାମ୍ / ସା'ମାଜତିଙ୍କ ତେଲୱୁ ତୁଙ୍ଗାନାଦ୍ କାୱାଲ୍

ଦରଖାସ୍ତ କରିବା
ସୀଠ୍ ରା'ସାନାଦ
ଘରକୁ ଯିବାପାଇଁ ଦରଖାସ୍ତ କରିବା
ଲୋନ୍ ଆଦାନ୍‌ସେଙ୍ଗା ସୀଠ୍ ରାସିକା


logo