logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଉଇ
ଏଲ୍ଲୁସାପୁତ୍
ଉଇ ହୁଁଙ୍କାରେ ପିମ୍ପୁଡ଼ି ଅଛନ୍ତି
ପୁତ୍‌ତାଗ୍ ପେତ୍‌ତେ ମିନ୍ଦେ

ଉଇକେଟ୍
ଉଇକେଟ ଡୁଡୀ

ଉତ୍କଳ ଦିବସ
ସ୍ୱାଧିନ ରୋଜ୍‌କ

ଉକୁଣୀ
ପୋରକୀ
ମୁଣ୍ଡରେ ଉକୁଣୀ ଅଛି
ତାଲ୍ଲା ତାଗ ପୋରକି ମେନ୍ଦେ

ଉତ୍କୃଷ୍ଟ
ଆଶାତୁଙ୍ଗିକେତ୍‌ନାଦ୍

ଉଚିତ୍
କାୱଲ୍

ଉଚ୍ଚାରଣ କରିବା
ଲେଙ୍ଗ୍ ପେସପନାଦ୍

ଉଚ୍ଚାଡ଼ିଆ
ପର୍‌ରୁଲାଙ୍ଗାନାଦ୍

ଉଚ୍ଚ
ଡୋଗୋ / ଡେଙ୍ଗ

ଉଜାଡ଼ିବା
କା'ଇଥାନାଦ୍


logo